fbpx
BSKY
BJD MC SKY
BJD YOUTH SKY

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯକ୍ଷ୍ମା ଏବଂ COVID ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା: NTEP ଓ Piramal Swasthya ଆନୁକୁଲ୍ୟରେ ଆଜି ତା 23.02.2022 ରିଖ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାୟଗଡା ରେ ଯକ୍ଷ୍ମା ରୋଗ ସମ୍ବନ୍ଧୀୟ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ Dr Lalmohan Routray ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇ ଡାଃ Routray ଜିଲ୍ଲା ରେ ଯକ୍ଷ୍ମା ରୋଗୀ ଅନ୍ୱେଷଣ ଏବଂ ନିରାକରଣ ରେ Piramal Swasthya ର ସମୟ ଉପଯୋଗୀ ଭାଗୀଦାରୀ କୁ ଭୂରି ଭୂରି ପ୍ରଶଂସା କରିଥିଲେ ।

ଏହି ଶିବିରରେ ଜିଲ୍ଲାର ,11 ଟି ବ୍ଲକ ରୁ Paramedics ଏବଂ Community Mobilizer ପ୍ରଶିକ୍ଷଣ ନେଇ ଥିଲେ। ଏହି ଶିବିରକୁ ADPHO(TB) Dr Shrabana Kumar Sahukar ସଂଚାଳନ କରିଥିଲେ । DPC Nabeen Kumar Mohanty ଉପସ୍ଥିତ ରହି ଯକ୍ଷ୍ମା ରୋଗ ସମ୍ବନ୍ଧୀୟ ସମ୍ୟକ୍ ଆଲୋଚନା କରିଥିଲେ।Piramal Swasthya ତରଫରୁ DPM Bhabani Sankar Panda, DPL Bijaya Kumar Sahoo ଯୋଗ ଦେଇ ଥିଲେ।

Get real time updates directly on you device, subscribe now.