• Likes
  • Followers
  • Subscribers
  • Followers
  • Android App
  • Wednesday, October 7, 2026
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI JULY 2026
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Featured
  • ଭାରତରେ ପାକିସ୍ତାନର ଚାରି ରାଷ୍ଟ୍ରଦୂତଙ୍କ ଟୁଇଟର ଆକାଉଣ୍ଟ ବ୍ୟାନ୍, ବିଚଳିତ ପାକିସ୍ତାନ
OMC STRIP

ଭାରତରେ ପାକିସ୍ତାନର ଚାରି ରାଷ୍ଟ୍ରଦୂତଙ୍କ ଟୁଇଟର ଆକାଉଣ୍ଟ ବ୍ୟାନ୍, ବିଚଳିତ ପାକିସ୍ତାନ

By Abinash Kumar Dhal Last updated Jun 28, 2022 at 1:16 PM
Share

ନୂଆଦିଲ୍ଲୀ: ପାକିସ୍ତାନକୁ ଝଟକା ଦେଲା ଭାରତ। ପାକିସ୍ତାନର ଚାରି ରାଷ୍ଟ୍ରଦୂତଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କଲା ଟୁଇଟର ଇଣ୍ଡିଆ। ଏହି ଟୁଇଟର ହ୍ୟାଣ୍ଡେଲ୍ ଜରିଆରେ ମିଥ୍ୟା ଖବର ଏବଂ ଗୁଜବ ପ୍ରଚାର କରାଯାଉଥିବା ଅଭିଯୋଗରେ ଏମିତି ପଦକ୍ଷେପ ନିଆଯାଇଛି। ଭାରତର ଏହି କାର‌୍ୟ୍ୟାନୁଷ୍ଠାନ ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ଉକ୍ତ ଟୁଇଟର ଆକାଉଣ୍ଟକୁ ପୁଣି ଥରେ ଚାଲୁ କରାଇବାକୁ ଅନୁରୋଧ କରାଯାଇଛି।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ଟୁଇଟର ଦ୍ଵାରା ଇରାନ, ତୁର୍କୀ, ଇଜିପ୍ଟ ଏବଂ ୟୁଏଇରେ ପାକିସ୍ତାନୀ ଦୂତାବାସର ଟୁଇଟର ଆକାଉଣ୍ଟ ବ୍ୟାନ୍ କରାଯାଇଛି। ଏପରିକି ଆହୁରି ଅନେକ ଟୁଇଟର ଆକାଉଣ୍ଟକୁ ଭାରତ ବ୍ୟାନ୍ କରିଥିବା ଦାବି କରିଛି ପାକିସ୍ତାନ। ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଟୁଇଟର ପାକିସ୍ତାନର ଜାତୀୟ ସାର୍ବଜନୀନ ପ୍ରସାରକ ରେଡିଓ ପାକିସ୍ତାନର ଆକାଉଣ୍ଟକୁ ବନ୍ଦ କରି ଦେଇଥିଲା। ପାକିସ୍ତାନୀ ଦୂତାବାସର ଟୁଇଟର ଆକାଉଣ୍ଟ ଭାରତ ବିରୋଧରେ ଘୃଣା, ବିଦ୍ଵେଷକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଥିଲା। ଏହାରି ଆଧାରରେ ଟୁଇଟର ଇଣ୍ଡିଆ ଏହି କାର‌୍ୟ୍ୟାନୁଷ୍ଠାନ ନେଇଛି।

 

Pakistan Foreign Ministry urges Twitter “to restore immediate access to its accounts after Twitter in India withheld official accounts of Pakistan embassies in Iran, Turkey, Egypt, UN.” pic.twitter.com/zp54AU0Jk8

— ANI (@ANI) June 27, 2022

ଆହୁରି ପଢନ୍ତୁ

PCS ଅଫିସର କହି AAP ନେତାଙ୍କୁ ବାହାହେଲା; ଘରେ…

ଥାଇଲାଣ୍ଡରୁ କାନପୁର… ପ୍ରେମ ପାଇଁ…

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ନିକଟରେ ନୂପୁର ଶର୍ମା ବିବାଦରେ ମଧ୍ୟ ବ୍ୟାନ ହୋଇଥିବା ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍ କରାଯାଇଥିଲା। ପାକିସ୍ତାନ ଇସଲାମିକ ଦେଶର ସଂଗଠନ ଓଆଇସିର ବାହାନାରେ ମିଳିତ ଜାତିସଂଘରେ ନୂପୁର ଶର୍ମାଙ୍କ ପ୍ରଫେଟ ମହମ୍ମଦଙ୍କ ଉପରେ ଦେଇଥିବା ପ୍ରସଙ୍ଗ ଉଠାଇଥିଲା। ଏହା ଉପରେ ଭାରତ ମୁହଁତୋଡ ଜବାବ ଦେଇ ପାକିସ୍ତାନର ମୁହଁ ବନ୍ଦ କରି ଦେଇଥିଲା।

Share

Prev Post

ବ୍ୟାଙ୍କର ଘରୋଇକରଣ ଉପରେ ମୌସୁମୀ ଅଧିବେଶନରେ ବିଲ୍ ଆଣିବେ କେନ୍ଦ୍ର ସରକାର, ଏମିତି ରହିଛି ରୂପରେଖ

Next Post

ଆସନ୍ତାକାଲି ନବଯୌବନ ଦର୍ଶନ: ଜାଣନ୍ତୁ କେତେବେଳେ ଭକ୍ତଙ୍କୁ ଦେଖାଦେବେ ଶ୍ରୀଜିଉ?

You might also like More from author
ଅପରାଧ

PCS ଅଫିସର କହି AAP ନେତାଙ୍କୁ ବାହାହେଲା; ଘରେ କଳାକନା ବୁଲାଇଲା, ଥାନାରେ ମାମଲା

ଅପରାଧ

ଥାଇଲାଣ୍ଡରୁ କାନପୁର… ପ୍ରେମ ପାଇଁ ଆସିଥିଲେ; ଏବେ ନ୍ୟାୟ ପାଇଁ ଲଢ଼ୁଛନ୍ତି ଯୁବତୀ

ଖବର

ହାଇକୋର୍ଟ ନିର୍ଦ୍ଦେଶ ପରେ ଆକ୍ସନ୍; ଭଗବନ୍ତ ମାନଙ୍କ ଅଫିସରେ CBI

ଖବର

ଜାତିସଂଘ ମହାସଚିବଙ୍କ ସାମ୍ନାରେ କାଶ୍ମୀର ଓ ସିନ୍ଧୁ ଜଳ ପ୍ରସଙ୍ଗ ଉଠାଇଲା ପାକିସ୍ତାନ

ଖବର

ଦିନ ହେବ ରାତି! ୬ ମିନିଟ୍ ପାଇଁ ଗାଏବ ହୋଇଯିବ ସୂର୍ଯ୍ୟ

ଅପରାଧ

ପାକିସ୍ତାନ-ସାଉଦି ଡିଲ୍ ପରେ ହୁତିଙ୍କ ଜୋରଦାର ଆଟାକ: ୩ ବିମାନବନ୍ଦର ଧ୍ୱଂସ!

Prev Next
ADVERTISEMENT
OMC
Odisha Bhaskar

Recent Posts

ସୂର୍ଯ୍ୟ ଶକ୍ତିରେ ଚାଲିବ ରେଳର ‘ଗ୍ରୀନ୍’…

କିଏ ହେବେ ଅଗରକରଙ୍କ ସ୍ଥାନରେ ନୂଆ…

PCS ଅଫିସର କହି AAP ନେତାଙ୍କୁ ବାହାହେଲା; ଘରେ…

ବାୟୁସେନାର ନୂଆ ମୁଖ୍ୟ ହେବେ ଏୟାର ମାର୍ଶାଲ…

ଭାରତ-ପାକ୍‌ ବିଶ୍ବକପ ମ୍ୟାଚ୍‌ ପାଇଁ ଟିକେଟ୍‌…

ଥାଇଲାଣ୍ଡରୁ କାନପୁର… ପ୍ରେମ ପାଇଁ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

PCS ଅଫିସର କହି AAP ନେତାଙ୍କୁ ବାହାହେଲା; ଘରେ…

ଥାଇଲାଣ୍ଡରୁ କାନପୁର… ପ୍ରେମ ପାଇଁ…

ହାଇକୋର୍ଟ ନିର୍ଦ୍ଦେଶ ପରେ ଆକ୍ସନ୍; ଭଗବନ୍ତ…

ଜାତିସଂଘ ମହାସଚିବଙ୍କ ସାମ୍ନାରେ କାଶ୍ମୀର ଓ…

Prev Next 1 of 29,922
OMC STRIP

Odisha Bhaskar is one of the leading Odia newspapers. We have a large base of readers which we have created by providing the latest news with integrity and the true spirit of journalism.

© 2026 - TK Digital All Rights Reserved.