fbpx

ପୋଖରୀରେ ବୁଡି ଦୁଇ ଭାଇ ମୃତ, ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଏପରି ଅଭାବନୀୟ ଘଟଣା

Advertisement

ଭୁବନେଶ୍ୱର: ନୟାଗଡରୁ ଆସିଛି ଏକ ଦୁଃଖଦ ଖବର । ଏଠାରେ ପୋଖରୀରେ ଗାଧୋଉଥିବା ବେଳେ ବୁଡିଯାଇ ଦୁଇ ସଂପର୍କୀୟ ଭାଇ ମୃତ୍ୟୁବରଣ କରିଛନ୍ତି । ନୟାଗଡ ଇଟାମାଟି ଥାନା ଅଭିମାନପୁର ଗାଁରୁ ଆସିଛି ଏହି ଦୁଃଖଦାୟକ ଖବର । ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ଗୋଡ ଖସିଯାଇ ବୁଡି ଯାଇଥିଲେ ଦୁଇ ଭାଇ । ଦୁଇ ମୃତକଙ୍କ ବୟସ ୧୧ ଓ ୧୨ ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି ।

Get real time updates directly on you device, subscribe now.