fbpx

ବ୍ରହ୍ମପୁରରେ ୨ କୋଭିଡ ହସ୍ପିଟାଲ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୧ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମରୀ ବଢି ଚାଲିଥିବା ବେଳେ ବ୍ରହ୍ମପୁରରେ ଆଉ ୨ଟି କୋଭିଡ ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମକେସିଜିର ଶିଶୁ ୱାର୍ଡରେ ନୂଆ କୋଭିଡ ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ବ୍ରହ୍ମପୁର କନିଷିରେ ଅମିତ ଅମିତ ହସ୍ପିଟାଲରେ କୋଭିଡ ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ଉଭୟ କୋଭିଡ ହସ୍ପିଟାଲରେ ୧୫୦ ଲେଖାଏଁ ଶର୍ଯ୍ୟା ରହିଛି ।

Get real time updates directly on you device, subscribe now.