fbpx

ଗିରଫ ହେଲେ ୨ ମାଓବାଦୀ

ସୁନ୍ଦରଗଡ,୧୮ ।୯(ଓଡିଶା ଭାସ୍କର): ପୋଲିସ ଜାଲରେ ଫସିଲେ ପିଏଲଏଫଆଇର ୨ ମାଓବାଦୀ । ପୋଲିସ ସହ ଗୁଳିବିନିମୟ ପରେ ୨ ମାଓବାଦୀ ଧରାପଡିଛନ୍ତି । ସେମାନଙ୍କ ପାଖରୁ ଗୋଟିଏ କାରବାଇନ, ୭ଟି ଦେଶୀ ବନ୍ଧୁକ ଓ ୨ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ରାଇବଗା ଓ ବୀରମିତ୍ରପୁର ଥାନାରେ ଉଭୟଙ୍କ ନାଁରେ ୭ଟି ମାମଲା ରହିଛି । ସେହିପରି ୨ ମାଓବାଦୀଙ୍କ ନିକଟରୁ ୪ ଲକ୍ଷ ୮୦ ହଜାର ନଗଦ ଟଙ୍କା ମଧ୍ୟ ଜବତ ହୋଇଛି । ଏନେଇ ଅଧିକ ତଥ୍ୟ ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.