fbpx
BSKY SKY
BSKY SKY

ଦିଲ୍ଲୀକୁ ଗଡିବ ଆଉ ୨ଟି ସ୍ପେଶାଲ ଟ୍ରେନ୍

BSKY

ଭୁବନେଶ୍ୱର,୯ ।୧୦(ଓଡିଶା ଭାସ୍କର): ଓଡିଶାରୁ ନୂଆଦିଲ୍ଲୀକୁ ଚାଲିବ ଆଉ ୨ଟି ସ୍ୱତନ୍ତ୍ର ଟ୍ରେନ୍ । ୧୭ରୁ ଭୁବନେଶ୍ୱର-ଆନନ୍ଦବିହାର ସ୍ପେଶାଲ ଟ୍ରେନ୍ ଗଡିବ । ପ୍ରତି ଶନିବାର ଅପରାହ୍ନ ୧୨ଟା ୪୫ରେ ଏହି ଟ୍ରେନ୍ ଭୁବନେଶ୍ୱର ଛାଡିବ । ୧୯ରୁ ପ୍ରତି ସୋମବାର ସକାଳ ୭ଟା ୮ରେ ଆନନ୍ଦବିହାରରୁ ଟ୍ରେନ୍ ଛାଡିବ ।

ସେହିପରି ୨୧ରୁ ଦୂରନ୍ତ ଏକ୍ସପ୍ରେସ ପ୍ରତି ବୁଧବାର ସକାଳ ୭ଟା ୪୦ରେ ଭୁବନେଶ୍ୱର ଛାଡିବ । ୨୨ରୁ ପ୍ରତି ଗୁରୁବାର ଅପରାହ୍ନ ୧୨ଟା ୫୫ରେ ଏହି ଟ୍ରେନ୍ ନୂଆଦିଲ୍ଲୀରୁ ଛାଡିବ ।

Get real time updates directly on you device, subscribe now.