fbpx

କୋଏଲ ନଦୀରେ ବୁଡି ଚାଲିଗଲା ୨ ଜୀବନ

Advertisement

ରାଉରକେଲା,୨୦ ।୧୨(ଓଡିଶା ଭାସ୍କର): ରାଉରକେଲା କୋଏଲ ନଦୀର ଝିରିପାଣିରେ ଘଟିଯାଇଛି ଅଘଟଣ । ନଦୀରେ ବୁଡି ଚାଲିଯାଇଛି ୨ ସାଙ୍ଗଙ୍କ ଜୀବନ । ଜଣେ ନିଖୋଜ ଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ବଣଭୋଜି କରିବାକୁ ଯାଇଥିବା ବେଳେ ୪ ସାଙ୍ଗ ପାଣିରେ ବୁଡିଯାଇଥିଲେ । ୪ ସାଙ୍ଗଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଛି । ମୃତ ଓ ନିଖୋଜ ଥିବା ଯୁବକମାନଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

Get real time updates directly on you device, subscribe now.