fbpx

ବ୍ରାହ୍ମଣୀ ନଦୀରେ ବୁଡିଗଲେ ୨ ଛାତ୍ର

ସୁନ୍ଦରଗଡ,୨୯ ।୯(ଓଡିଶା ଭାସ୍କର): ସୁନ୍ଦରଗଡ ଅନ୍ତର୍ଗତ ବ୍ରହ୍ମଣୀ ନଦୀରେ ବୁଡି ୨ ନାବାଳକ ନିଖୋଜ ହୋଇଥିବା ମାମଲାରେ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି । ନଦୀରେ ବୁଡିଯାଇଥିବା ୨ ନାବାଳକଙ୍କ ମଧ୍ୟରୁ ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିନାହିଁ । ନାବାଳକ ଜଣକ ମୃତ କି ଜୀବିତ ଅଛନ୍ତି, ତାହା ଅସ୍ପଷ୍ଟ ରହିଛି । ତେବେ ଦରଜିଙ୍ଗ ନିକଟରେ ନଦୀରେ ଗାଧୋଉଥିବା ବେଳେ ୨ ନାବାଳକ ନିଖୋଜ ହୋଇଥିଲେ ।

Get real time updates directly on you device, subscribe now.