fbpx
BSKY
BJD MC SKY
BJD YOUTH SKY

ବାରହା ଆକ୍ରମଣରେ ୨ ଗୁରୁତର

ପୁରୀ, ୬ା୧୨ (ଓଡିଶା ଭାସ୍କର): ପୁରୀ ଜିଲ୍ଲାରେ ବାରହା ଆକ୍ରମଣରେ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ତେବେ ଗୁରୁତର ୨ ଜଣ ମହିଳା ସଫେଇ କର୍ମଚାରୀ ବୋଲି ସୂଚନାରୁ ସ୍ପଷ୍ଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ପୁରୀ ସମୁଦ୍ର କୂଳରେ ସଫେଇ କାର୍ଯ୍ୟ କରୁଥିବା ସମୟରେ ଦୁଇଜଣଙ୍କୁ ବାରହା ଆକ୍ରମଣ କରିଥିଲା । ଦୁଇଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.