fbpx
BJD SKY
BJD SKY

ମଦନିଶାରେ ହିତାହିତ ଜ୍ଞାନ ହରାଇଲେ ଯୁବତୀ: ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ହଙ୍ଗାମା, ଦେଖନ୍ତୁ ଭାଇରାଲ ଭିଡିଓ

BJD

ନୂଆଦିଲ୍ଳୀ: ରାଜଧାନୀ ଭୁବନେଶ୍ୱରରେ ମଦ ପିଇ ଅଭାବନୀୟ କାଣ୍ଡ ଘଟାଇଛନ୍ତି ଜଣେ ଯୁବତୀ । ମଦ ନିଶାରେ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ହଙ୍ଗାମା କରିଥିଲେ । କେହି ଜଣେ ଏହାର ଭିଡିଓ ବନାଇଥିବା ବେଳେ ଏହା ବେଶ ଭାଇରାଲ ହୋଇଛି ।

ମଦ ପିଇ ମାତାଲ ହେବା ପରେ ସ୍ଥାନ କାଳ ପାତ୍ର ଭୁଲି ଯାଇ ଯୁବତୀ ଜଣଙ୍କ ଗାଳି ଗୁଲଜ କରିବାରେ ବ୍ୟସ୍ତ । କାହାରିକୁ ବି ଛାଡିନଥିଲେ ଯୁବତୀ ଜଣଙ୍କ । କଳିଙ୍ଗ ଷ୍ଟୁଡିଓ ଛକ ନିକଟସ୍ଥ ଏକ ହୋଟେଲ ବାହାରେ ଏହି ଅଭାବନୀୟ କାଣ୍ଡ ଘଟିଥିଲା । ହୋଟେଲକୁ ଆସିଥିବା ଅନ୍ୟ ମାନଙ୍କ ଠାରୁ ମୋବାଇଲ ଛଡିଆ ଛଡି କରିଥିଲେ ଯୁବତୀ । ଏହି ଘଟଣାକୁ ନେଇ କିଛି ଲୋକ ତାଙ୍କୁ ଥାନାକୁ ନେଇ ଯିବାକୁ କହିବା ପରେ ଘଟଣା ଶାନ୍ତ ପଡିଥିଲା । ଦେଖନ୍ତୁ ଭାଇରାଲ ଭିଡିଓ……..

Get real time updates directly on you device, subscribe now.