fbpx

୫-ଟିକୁ UNDP ର ପ୍ରଶଂସା

ଭୁବନେଶ୍ୱର,୧୮ ।୧୨(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି UNDPର ଭାରତ ପ୍ରତିନିଧି ଶୋକୋ ନୋଦା । ପ୍ରଗତି ପାଇଁ ୫-ଟିର ଧାରଣା ଏକ ପ୍ରେରଣା ବୋଲି ସେ କହିଛନ୍ତି । ଏହା ସହ ଓଡିଶା ବିପର୍ଯ୍ୟୟ ପରିଚାଳନା ଓ ପରିବେଶ କାର୍ଯ୍ୟାନୁଷ୍ଠାନକୁ ସେ ପ୍ରଶଂସା କରିଛନ୍ତି ।

ରାଜ୍ୟର ବିକାଶମୂଳକ ପଦକ୍ଷେପକୁ ସମର୍ଥନ କରି UNDP ଗର୍ବିତ ବୋଲି ଶୋକୋ କହିଛନ୍ତି । ତେବେ UNDP ହେଉଛି ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ ।

Get real time updates directly on you device, subscribe now.