fbpx
BSKY
BJD MC SKY
BJD YOUTH SKY

ଗଣଦୁଷ୍କର୍ମ ପରେ ଆକ୍ସନ୍ ମୋଡରେ ବିଶ୍ୱବିଦ୍ୟାଳୟ; ଏକା ବୁଲିପାରିବେନି ଛାତ୍ରୀ, ବାହାର ପିଲାଙ୍କୁ ନୋ ଏଣ୍ଟ୍ରି

ମହୀଶୁର: କର୍ଣ୍ଣାଟକର ମହୀଶୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ମୈସୁର୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ପ୍ରତିବନ୍ଧକ କଡ଼ାକଡ଼ି କରିବାକୁ ଯାଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସନ୍ଧ୍ୟା ୬ଟା ୩୦ ପରେ ଛାତ୍ରୀ ମାନେ ଗଙ୍ଗୋତ୍ରୀ କ୍ୟାମ୍ପସ୍ ଭିତରେ ଏକା ବୁଲିପାରିବେ ନାହିଁ । ଏହାସହିତ କିଏ ବି କ୍ୟାମ୍ପସ୍ ଭିତରେ ପ୍ରବେଶ କରିପାରିବେ ନାହିଁ । ଏହି ସମୟରେ କ୍ୟାମ୍ପସ୍ ପରିସରରେ ସୁରକ୍ଷା ଅଧିକାରୀ ମାନେ ପାଟ୍ରୋଲିଂ କରିବେ । ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ଉଲ୍ଳେଖ କରାଯାଇଛି ।

ପୂର୍ବତମ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଶୁକ୍ରବାର ଦିନ କହିଛନ୍ତି ଯେ, ବଳାତ୍କାରୀ ମାନଙ୍କ ସହିତ ଠିକ୍ ସେମିତି ହେବା ଦରକାର ଯାହା ସେମାନେ ପୀଡ଼ିତାଙ୍କ ସହିତ କରିଥିଲେ । ସେମାନଙ୍କୁ ଗୁଳି କରାଯାଉ ।

Get real time updates directly on you device, subscribe now.