fbpx

ଝାରସୁଗୁଡାରେ ୫-ଟି ସଚିବ

ଝାରସୁଗୁଡା,୭ ।୧(ଓଡିଶା ଭାସ୍କର): ଅଚାନକ୍ ଝାରସୁଗୁଡା ଗସ୍ତ କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ୍ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ସ୍ୱାସ୍ଥ୍ୟସେବା ଓ ସୁବିଧାର ସମୀକ୍ଷା କରିଛନ୍ତି । ୫-ଟି ସଚିବଙ୍କ ସାଥିରେ ଉନ୍ନୟନ କମିସନର ସୁରେଶ ମହାପାତ୍ର ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର ବି ଏଥିରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.