fbpx

ଓୟୁଏଟିରେ ୫ଟି ସଚିବ

ଭୁବନେଶ୍ୱର, ୧୭ା୨(ଓଡ଼ିଶା ଭାସ୍କର): ଓୟୁଏଟିରେ ୫ଟି ସଚିବ ଭି.କେ.ପାଣ୍ଡିଆନ । ଅଚାନକ ଗସ୍ତ କରି ଓୟୁଏଟି ବୁଲିଛନ୍ତି ପାଣ୍ଡିଆନ । ଓୟୁଏଟି ଅଧିକାରଙ୍କ ତାଙ୍କର ସହ ଭିତ୍ତିଭୂମି ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ସେଠାରେ ହଷ୍ଟେଲ ଓ ମେସ୍ ନେଇ ତଦାରଖ କରିଛନ୍ତି ପାଣ୍ଡିଆନ ।

Get real time updates directly on you device, subscribe now.