fbpx
BSKY
BJD SHG SKY
BJD MC SKY

ଜୁନ୍ ୨୦୨୨ରୁ ଭୁବନେଶ୍ୱରରେ ହେବ ଟିକା ଉତ୍ପାଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଜୁନ୍ ୨୦୨୨ରୁ ହେବ କରୋନା ଟିକା ଉତ୍ପାଦନ । ଓଡ଼ିଶା ଗସ୍ତରେ ଭାରତ ବାୟୋଟେକ ଅଧ୍ୟକ୍ଷ ଡକ୍ଟର କ୍ରୀଷ୍ଣା ଇଲା । ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବଙ୍କ ସହ ଡ.ଇଲାଙ୍କ ଆଲୋଚନା ହୋଇଛି । ଅନ୍ଧାରୁଆ ଠାରେ ମ୍ୟାନୁଫାକ୍ଚରିଂ ପ୍ଲାଣ୍ଟ ନେଇ ଆଲୋଚନା କରାଯାଇଛି । ଜୁନ ୨୦୨୨ ସୁଦ୍ଧା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ ।

Get real time updates directly on you device, subscribe now.