fbpx

ବେଦାନ୍ତକୁ ମିଳିଲା ଜାମକାନି କୋଇଲା ଖଣି

ଭୁବନେଶ୍ୱର,୫ ।୧୨(ଓଡିଶା ଭାସ୍କର): ବେଦାନ୍ତକୁ ମିଳିଲା ସୁନ୍ଦରଗଡ ଜିଲ୍ଲାର ଜାମକାନି କୋଇଲା ଖଣି । ଇ-ନିଲାମ ପ୍ରକ୍ରିୟାରେ ଏହି ନିଷ୍ପତ୍ତି ନେଇଛି କେନ୍ଦ୍ର କୋଇଲା ମନ୍ତ୍ରଣାଳୟ । ନଭେମ୍ବରରେ ୫ଟି କୋଇଲା ଖଣିର ଇ-ନିଲାମ ହୋଇଥିଲା । ଜାମକଣିରେ ୧୧୫ ନିୟୁତ ଟନ୍ କୋଇଲା ଗଚ୍ଛିତ ହୋଇ ରହିଛି । ତେବେ ଉତ୍ତୋଳନ କୋଇଲାର ୨୫% ଖୋଲା ବଜାରରେ ବିକି ପାରିବ ବେଦାନ୍ତ ।

Get real time updates directly on you device, subscribe now.