fbpx

ଉପରାଷ୍ଟ୍ରପତି କରୋନା ପଜିଟିଭ୍: ଟ୍ୱିଟ୍ କରି ଦେଲେ ସୂଚନା

ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡୁ କରୋନା ପଜିଟିଭ୍ । ସପ୍ତାହେ ଆଇସୋଲେସନରେ ରହିବା ନେଇ ଟ୍ୱିଟରେ ସୂଚନା ଦେଲେ । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ଟେଷ୍ଟ କରାଇନେବାକୁ କହିଲେ ।

ସୂଚନାଯୋଗ୍ୟ, ଭାରତରେ ଗତ ୨୪ ଘଣ୍ଟାରେ କରୋନାରେ ୩.୩୩ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲଗାତାର ଚତୁର୍ଥ ଦିନରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ ରହିଛି । ସେହିଭଳି ଗତ ୨୪ ଘଣ୍ଟାରେ ଦେଶରେ ୫୨୫ ଜଣକର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.