fbpx

ଇତିହାସ ସୃଷ୍ଟି କଲା ଛେଳି: ଗଛରେ ଏପରି ଚଢ଼ିଲା ଯେ ଲୋକେ କାବା, ଦେଖନ୍ତୁ Video

ସୋସିଆଲ ମିଡିଆରେ ଆଜିକାଲି ଏପରି କିଛି କିଛି ଭିଡିଓ ଦେଖିବାକୁ ମିଳୁଛି, ଯାହାର କଳ୍ପନା ଆପଣ କେବେ କରିନଥିବେ । ପ୍ରତିଦିନ ଏପରି ଭିଡିଓ ସାମ୍ନାକୁ ଆସୁଛି, ଯାହାକୁ ଦେଖିବା ପରେ ଆଖିକୁ ବିଶ୍ୱାସ କରିବା କଷ୍ଟକର ହୋଇପଡ଼ୁଛି । ଅନେକଥର ଏପରି ଭିଡିଓ କ୍ୟାପଚର ହୋଇଯାଏ, ଯାହା ସୋସିଆଲ ମିଡିଆରେ ନୂଆ ଇତିହାସ ସୃଷ୍ଟି କରେ । ଏପରି ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଶ୍ଚର୍ଯ୍ୟକର କଥା ହେଉଛି କି, ଛେଳିଟି ଅଜବ କାରନାମା କରୁଥିବା ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ, ଗୋଟିଏ ଛେଳି ନଜର ଆସିଛି । ଛେଳିଟି ଗଛ ଉପରକୁ ଚଢ଼ୁଥିବାର ଦେଖାଯାଏ । ଭିଡିଓରେ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ ଯେ, ଛେଳିଟି ଖଜୁରୀ ଗଛ ଉପରେ ସିଧା ଚଢ଼ୁଛି । ଛେଳି ବହୁତ ଦ୍ରୁତ ଗତି ଗଛରେ ଚଢ଼ୁଛି, କିନ୍ତୁ କିଛି ସମୟ ପରେ ଫେରିଆସୁଛି । ଭିଡିଓକୁ ଦେଖିଲେ ଲାଗୁଛି ଯେ, ଗଛ ଉପରକୁ ଚଢ଼ିବା ପରେ ଛେଳିଟି ଅଟକି ଯାଇଛି । ଛେଳି ଏବେ କ’ଣ କରିବ ବୋଲି ଦ୍ୱନ୍ଦ୍ୱରେ ପଡିଛି ।

ଛେଳି ସୃଷ୍ଟି କଲା ଇତିହାସ :-
ଏହି ଭିଡିଓ ଏକ ଇନଷ୍ଟାଗ୍ରାମ ୟୁଜର୍ସଙ୍କ ଦ୍ୱାରା ପୋଷ୍ଟ କରାଯାଇଛି । ଏହି ଭିଡିଓ ପୋଷ୍ଟ ହେବା ପରେ ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୨ ଲକ୍ଷ ୬୦ ହଜାରରୁ ଅଧିକ ଲାଇକ୍ କରିଛନ୍ତି । ଏହି ଭିଡିଓରେ ୟୁଜର୍ସଙ୍କ ଉତ୍ତର ଦେଖି ଆପଣ ଚକିତ ହୋଇଯିବେ । ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଏହା ଏକ ନୂଆ ଯୁଗର ଛେଳି, ଏହା ଯେକୌଣସି ସ୍ଥାନକୁ ଚଢ଼ିପାରେ । ଏଥି ସହିତ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, ଛେଳି ଏକ ନୂଆ ଇତିହାସ ସୃଷ୍ଟି କରିଛି ।

 

View this post on Instagram

 

A post shared by Gang_Of_Billa (@gang_of_billa)

Get real time updates directly on you device, subscribe now.