fbpx

ଅବସରପ୍ରାପ୍ତ ରେଞ୍ଜରଙ୍କୁ ଗିରଫ କଲା ଭିଜିଲାନ୍ସ

ବାଲୁଗାଁ, ୧୯ା୮(ଓଡ଼ିଶା ଭାସ୍କର): ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା । ଏହାପରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ୪କୋଟି ଟଙ୍କାରୁ ଅଧିକ ଆୟବର୍ହିଭୂତ ସମ୍ପତ୍ତି ତାଙ୍କଠାରୁ ଠାବ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଗତକାଲି ମୋଟ ୫ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।

Get real time updates directly on you device, subscribe now.