fbpx

ଲାଞ୍ଚ ନେଉଥିବା ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଉଦଳା, ୧୩ ।୧୧(ଓଡିଶା ଭାସ୍କର): ୧୩୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଗଲେ ମୟୁରଭଞ୍ଜ କପ୍ତିପଦା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ । କପ୍ତିପଦା ନେସ୍କୋ ଜେଇ ଅଶ୍ୱିନୀ କୁମାର ଦାଶ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । କାର୍ଯ୍ୟାଳୟରେ ଲାଗିଥିବା ଗାଡିର ବିଲ୍ କରାଇଦେବାକୁ ଲାଞ୍ଚ ନେଉଥିବା ଧରିଛି ଭିଜିଲାନ୍ସ ।

Get real time updates directly on you device, subscribe now.