fbpx

ଭିଜିଲାନ୍ସ ଜାଲରେ କୋଟିପତି ପ୍ରଧାନଶିକ୍ଷକ

ରାଇଘର,୭ ।୧(ଓଡିଶା ଭାସ୍କର): ନବରଙ୍ଗପୁର ରାଇଘରର କୋଟିପତି ଶିକ୍ଷକଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢାଉ । ବରଗାଁ ୟୁପି ସ୍କୁଲର ପ୍ରଧାନଶିକ୍ଷକ ରଞ୍ଜିତ ପାଣିଗ୍ରାହୀଙ୍କ ଘରେ ଚଢାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ୪ଟି ସ୍ଥାନରେ ଚଢାଉ ଜାରି ରହିଛି । ସ୍କୁଲ, ଘର, ଦୋକାନ, ଗୋଦାମ ଓ ପରିବାର ସଦସ୍ୟଙ୍କ ଘରେ ହୋଇଛି ଚଢାଉ । ୫ ଡିଏସପିଙ୍କ ସମେତ ୪୦ ଜଣ କର୍ମଚାରୀ ଏହି ଚଢାଉରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.