fbpx

ସ୍ୱତନ୍ତ୍ର ସଚିବଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର, ୧୨ା୮(ଓଡ଼ିଶା ଭାସ୍କର): ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥବା ସୂଚନା ମିଳିଛି । ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିବା ଜଣାପଡ଼ିଛି । ଭୁବନେଶ୍ୱର ସ୍ଥିତ ଟଙ୍କପାଣି ରୋଡ଼, ପଟିଆ, ନୂଆଗାଁ , ବାଲେଶ୍ୱର ସ୍ଥିତ ଘରେ ଭିଡଜିଲାନ୍ସ ରେଡ଼ ପକେଇଛି । ଖାଲି ଏତିକି ନୁହେଁ ଭୁବନେଶ୍ୱରରୁ ୨ଟି ଓ ପୁରୀରୁ ଗୋଟିଏ ଫ୍ଲାଟ ମଧ୍ୟ ଠାବ କରିିଛି ଭିଜିଲାନ୍ସ ।

Get real time updates directly on you device, subscribe now.