fbpx
BJD SKY
BJD SKY

ଘର ପୋଡିଦେଲେ ଗ୍ରାମବାସୀ, ମା ସହ ପୁଅ ଓ ଝିଅ ଆହତ

BJD

ଭୁବନେଶ୍ୱର: ଖୋର୍ଦ୍ଧା ଗୋବର୍ଦ୍ଧନପୁରରେ ଘଟିଛି ଏକ ଅଘଟଣ । ଏକ ଘର ଭିତରେ ପରିବାର ଲୋକ ଥିବା ସମୟରେ ଘରେ ନିଆଁ ଲଗାଇଦେଲେ କିଛି ଦୁର୍ବୃତ୍ତ । ଏହି ଘଟଣାରେ ଘର ଭିତରେ ଥିବା ମା ସହ ପୁଅ ଝିଅ ଆହତ ହୋଇଛନ୍ତି । ତେବେ ଏହା ପଛରେ କଣ କାରଣ ରହିଛି ସ୍ପଷ୍ଟ ଜଣାପଡି ନ ଥିବା ବେଳେ ଗାଁ ଶ୍ମଶାନରେ ଥିବା ଜମିକୁ ନେଇ ଉପୁଜିଥିବା ବିବାଦ କାରଣରୁ ଏପରି ପରିସ୍ଥିତି ଘଟିିଛି । ଗ୍ରାମର ଜଳନ୍ଧରଙ୍କ ଘରକୁ ଜାଳିଦେଇଛନ୍ତି ଏହି ଦୁର୍ବୃତ୍ତ । ତେବେ ଏ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନ ଥିବା ଜଣାଯାଇଛି ।

Get real time updates directly on you device, subscribe now.