fbpx

ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ,୩୧ା୮: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଲାଗିଛି ସୁପ୍ରିମକୋର୍ଟଙ୍କ ଝଟକା । ଅଦାଲତ ଅବମାନନା ମାମଲାରେ ମାଲ୍ୟାଙ୍କ ପୁନର୍ବିଚାର ଆବେଦନ ଖାରଜ ହୋଇଛି । ୨୦୧୭ ମେ ମାସର ରାୟର ପୁନର୍ବିଚାର ଆବେଦନ କରିଥିଲେ ମାଲ୍ୟା । ଉଲ୍ଲେଖଯୋଗ୍ୟ ଯେ ଅଦାଲତ ଅବମାନନା ମାମଲାରେ ମାଲ୍ୟା ଦୋଷୀ ସାବ୍ୟସ୍ତ ହୋଇଥିଲେ । କାରଣ ଅଦାଲତଙ୍କ ବାରଣ ସତ୍ତେ୍ୱ ମଧ୍ୟ ୪କୋଟି ଡଲାର ପିଲାଙ୍କୁ ପଠାଇଥିଲେ ମାଲ୍ୟା ।

Get real time updates directly on you device, subscribe now.