-
World 100,907,153
WorldConfirmed: 100,907,153Active: 25,786,847Recovered: 72,951,021Death: 2,169,285 -
USA 26,011,222
USAConfirmed: 26,011,222Active: 9,808,357Recovered: 15,767,413Death: 435,452 -
India 10,690,279
IndiaConfirmed: 10,690,279Active: 177,223Recovered: 10,359,305Death: 153,751 -
Brazil 8,936,590
BrazilConfirmed: 8,936,590Active: 919,017Recovered: 7,798,655Death: 218,918 -
Russia 3,774,672
RussiaConfirmed: 3,774,672Active: 501,113Recovered: 3,202,483Death: 71,076 -
UK 3,689,746
UKConfirmed: 3,689,746Active: 1,927,100Recovered: 1,662,484Death: 100,162 -
Italy 2,485,956
ItalyConfirmed: 2,485,956Active: 482,417Recovered: 1,917,117Death: 86,422 -
Turkey 2,442,350
TurkeyConfirmed: 2,442,350Active: 94,495Recovered: 2,322,511Death: 25,344 -
Germany 2,163,113
GermanyConfirmed: 2,163,113Active: 242,723Recovered: 1,866,000Death: 54,390 -
Pakistan 537,477
PakistanConfirmed: 537,477Active: 33,820Recovered: 492,207Death: 11,450 -
China 89,272
ChinaConfirmed: 89,272Active: 1,862Recovered: 82,774Death: 4,636
ଲକଡାଉନ ଯୋଗୁଁ ସମସ୍ତ କ୍ରିକେଟ ମ୍ୟାଚ୍ ବନ୍ଦ ହୋଇଛି । ଏଭଳି ପରିସ୍ଥିତିରେ କ୍ରିକେଟ ପଡିଆରୁ ଦୂରେଇ ଯାଇ ଘରେ ସମୟ ବିତାଉଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ଏପରି ସମୟରେ ବସି ବସି ବିରକ୍ତ ନହେବା ପାଇଁ ବିରାଟ ବିଭିନ୍ନ ଉପାୟ ଖୋଜୁଛନ୍ତି । କିଛିଦିନ ପୂର୍ବରୁ ସେ ପତ୍ନୀ ଅନୁଷ୍କାଙ୍କ ସହ ଟେରିସରେ କ୍ରିକେଟ ଖେଳୁଥିବାର ନଜର ଆସିଥିଲେ । ବର୍ତ୍ତମାନ ସମୟରେ ତାଙ୍କର ଡାଇନାସୋର ଅଭିନୟ ଦେଖିବାକୁ ମିଳିଛି । ନିଜ ପତ୍ନୀ ଅନୁଷ୍କାଙ୍କ ପାଇଁ ଡାଇନାସୋର ହୋଇଛନ୍ତି ବିରାଟ । ଆଜି ନିଜ ଇନଷ୍ଟାଗ୍ରାମରେ ଏହି ମଜାଳିଆ ଭିଡିଓକୁ ସେୟାର କରିଛନ୍ତି ଅନୁଷ୍କା ଶର୍ମା । ତେବେ ଆସନ୍ତୁ ଦେଖିବା ଏହି ଭିଡିଓ..
ଅନୁଷ୍କା ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ବିରାଟ କୋହଲି ଗୁପ୍ତରେ କୋଠରୀ ଦେଇ ଯାଉଥିବାର ନଜର ଆସିଛନ୍ତି। ଅନୁଷ୍କା ବିରାଟଙ୍କୁ ‘ଡାଇନୋସର’ ବୋଲି କହିଛନ୍ତି। ଏହି ଭିଡିଓରେ ବିରାଟ ମଧ୍ୟ ‘ଡାଇନୋସର’ ପରି ଚିତ୍କାର କରୁଥିବାର ନଜର ଆସିଛନ୍ତି।
Comments are closed.