fbpx

କଟକରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍

କଟକ,୨୨ ।୧(ଓଡିଶା ଭାସ୍କର): ଆଜି ସକାଳୁ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ କଟକ ବଡ ମେଡିକାଲ ଗସ୍ତ କରିଥିଲେ । ପ୍ରସ୍ତାବିତ ଏସିବିର ଦ୍ୱିତୀୟ କ୍ୟାମ୍ପସ ଓ ମାରିଟାଇମ ମ୍ୟୁଜିୟମ ବୁଲି ଦେଖିଥିଲେ ପାଣ୍ଡିଆନ୍ । ୫ଟି ସଚିବଙ୍କ ସହ ଜଳ ସମ୍ପଦ, ପର୍ଯ୍ୟଟନ ଓ ପୂର୍ତ୍ତ ସଚିବ, କେନ୍ଦ୍ରଞ୍ଚଳ ଆରଡିସି ଓ କଟକ ଜିଲ୍ଲାପାଳ ଉପସ୍ଥିତ ଥିଲେ ।

ତେବେ କଟକ ମହାନଦୀ ପଠାରେ ପର୍ଯ୍ୟଟନର ବିକାଶ ପାଇଁ ବୃହତ ପ୍ରକଳ୍ପ ହେବାକୁ ଯାଉଛି । ପର୍ଯ୍ୟଟନର ବିକାଶ ପାଇଁ ବୃହତ ପ୍ରକଳ୍ପ ଘୋଷଣା କରିପାରନ୍ତି ରାଜ୍ୟ ସରାକର । ଆସନ୍ତାକାଲି ଏହି ପ୍ରକଳ୍ପର ଶିଳାନ୍ୟାସ କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.