fbpx

ଭୋଡା-ଆଇଡିଆ ବନ୍ଦ କଲା ନିଜର ଡବଲ ଡାଟା ପ୍ଲାନ୍

Advertisement

ଲକ-ଡାଉନକୁ ଦୃଷ୍ଟିରେ ରଖି ସମସ୍ତ ଟେଲକମ୍ କମ୍ପାନୀ ନିଜର ବଢାଇବାରେ ଲାଗିଥିବା ବେଳେ ଭୋଡା-ଆଇଡିଆ ୮ଟି ସର୍କଲରୁ ଡବଲ ଡାଟା ଅଫରକୁ ହଟାଇଦେବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ୨୪୯, ୩୯୯ ଓ ୫୯୯ ଟଙ୍କାରେ ଗ୍ରାହକମାନଙ୍କୁ ଡବଲ ଡାଟା ଦେଉଥିଲା କମ୍ପାନୀ । ଗ୍ରାହକମାନଙ୍କୁ ୧.୫ ଜିବିର ଅଧିକ ଡାଟା ମିଳୁଥିବା ସତ କିନ୍ତୁ ତାହାର ବୈଧତା ଅଲଗା ଅଲଗା ଥିଲା । କମ୍ପାନୀର କହିବା ମୁତାବକ ଏହି ଅଫର୍ ଆନ୍ଧ୍ରପ୍ରଦେଶ, ବିହାର, ଗୁଜୁରାଟ, କେରଳ, ମହାରାଷ୍ଟ୍ର, ଗୋଆ, ପଞ୍ଜାବ ଓ ଉତ୍ତରପ୍ରଦେଶର ଗ୍ରାହକମାନଙ୍କୁ ଏବେ ମିଳିବ ନାହିଁ ।

Get real time updates directly on you device, subscribe now.