fbpx

ଭୁଶୁଡ଼ିଲା ତିନି ମହଲା କୋଠା, ୮ ମୃତ

ମହାରାଷ୍ଟ୍ର, ୨୧/୯: ମହାରାଷ୍ଟ୍ରର ଭିମ୍ବଡ଼ିରେ ଏକ ତିନି ମହଲା କୋଠା ଭୁଶୁଡି ପଡିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହେବା ସହ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ୨୦ ଜଣଙ୍କ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକ । ଏବେ ବି ୨୫ରୁ ୩୦ ଲୋକ ଫସି ରହିଥିବା ସୂଚନା ରହିଛି। ତେଣୁ ସେଠାରେ ଏନଡ଼ିଆରଏଫ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି।

Get real time updates directly on you device, subscribe now.