fbpx

ଏସ୍‌ବିଆଇ ପକ୍ଷରୁ ୪୦ କୋଟି ଗ୍ରାହକଙ୍କୁ ସତର୍କ ସୂଚନା, ବ୍ୟାଙ୍କ ଆକାଉଣ୍ଟ ସହ ଏହି ସବୁ ଡକ୍ୟୁମେଣ୍ଟ ଲିଙ୍କ ନ କଲେ ଆକାଉଣ୍ଟ ଅଚଳ ହୋଇଯିବ

ମୁମ୍ବାଇ: ବଡ ବ୍ୟାଙ୍କ ଏସ୍‌ବିଆଇ ନିଜ ଗ୍ରାହକଙ୍କୁ ସତର୍କ କରିଛି । ବ୍ୟାଙ୍କ ନିଜର ପ୍ରାୟ ୪୦ କୋଟି ଗ୍ରାହକଙ୍କୁ ସତର୍କ କରାଇଛି । ୨୦୨୨ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଅଧାର ସହ ନିଜ ପ୍ୟାନ୍‌ କାର୍ଡ ଲିଙ୍କ କରିବାକୁ ନୋଟିସ୍‌ ଜାରି କରିଛି । ଏହା ସହ ଏହାକୁ ତୁରନ୍ତ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ କରିବାକୁ ପଡିବ । ସମୟ ସୀମା ପୂର୍ବରୁ ଏପରି ନକଲେ ଗ୍ରାହକଙ୍କ ବ୍ୟାଙ୍କ ସେବା ବନ୍ଦ କରିବାକୁ ସୂଚନା ଦେଇଛି ଏସ୍‌ବିଆଇ ।

Get real time updates directly on you device, subscribe now.