fbpx

ଯୁବତୀଙ୍କଠାରେ କ’ଣ ଦେଖି ଆକର୍ଷୀତ ହୋଇଥାନ୍ତି ଯୁବକ

ଯୁବତୀଙ୍କ କେଉଁ ଅଙ୍ଗକୁ ଦେଖି ଯୁବକମାନେ ଆକର୍ଷିତ ହୋଇଥାନ୍ତି ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ ୮୦ ପ୍ରତିଶତ ଯୁବକ କହିଥିଲେ ଯେ, ସେମାନଙ୍କୁ ଯୁବତୀଙ୍କ ସୁନ୍ଦର ଓଠ ସବୁଠାରୁ ଅଧିକ ଆକର୍ଷିତ କରିଥାଏ ଏବଂ ଏହାକୁ ଦେଖିବାକୁ ଏକପ୍ରକାର ବାଧ୍ୟ କରିଥାଏ । କେବଳ କିଛି ମାତ୍ରାର ପୁରୁଷ କହିଥିଲେ ଯେ, ସେମାନେ ଯୁବତୀଙ୍କ ବ୍ରେଷ୍ଟ ଦେଖି ଆକର୍ଷୀତ ହୋଇଥାନ୍ତି । ଯୁବତୀଙ୍କ ଓଠକୁ ପୁରୁଷମାନେ ଅଧିକ ନଜର ଦେଇଥାନ୍ତି ଯେତେବେଳେ ସେମାନେ ଏହା ଉପରେ ମୋଟା ରଙ୍ଗର ଲିପଷ୍ଟିକ୍ ଲଗାଇଥାନ୍ତି ।

ସର୍ଭେରୁ ଜଣାପଡ଼ିଛି ଯେ, ଯଦି ମହିଳାମାନେ ହାଲକା ରଙ୍ଗର ଲିପଷ୍ଟିକ ଲକାଇଥିଲେ ପୁରୁଷମାନେ ମାତ୍ର ୬ ସେକେଣ୍ଡ ପାଇଁ ସେମାନଙ୍କ ଚେହେରାକୁ ଦେଖିଥାନ୍ତି । କିନ୍ତୁ ଯୁବତୀମାନେ ଲାଲ୍ ଓ ଗୁଲାବୀ ରଙ୍ଗର ଲିପଷ୍ଟିକ୍ ଲଗାଇଥିଲେ ଏହା ଯୁବକଙ୍କୁ ଅଧିକ ଆକର୍ଷିତ କରିଥାଏ । ଆହ୍ଲାବାଦର ଏକ କଲେଜରେ ହୋଇଥିବା ସର୍ଭେ ଅନୁସାରେ ଯୁବକମାନେ ଯୁବତୀଙ୍କୁ ଦେଖିବା ପରେ ସେମାନେ ପ୍ରଥମେ ଯୁବତୀଙ୍କ ଓଠ ଓ ଆଖିକୁ ଦେଖିଥାନ୍ତି ।

Get real time updates directly on you device, subscribe now.