ବିଜେଡି ସଂସଦୀୟ ଦଳ ବୈଠକ ଶେଷ, ଜାଣନ୍ତୁ କ’ଣ କହିଲେ ସସ୍ମିତ ପାତ୍ର?

COVID-19 Updates
  • World 113,715,452
    World
    Confirmed: 113,715,452
    Active: 21,938,658
    Recovered: 89,254,351
    Death: 2,522,443
  • USA 29,059,531
    USA
    Confirmed: 29,059,531
    Active: 9,101,432
    Recovered: 19,437,119
    Death: 520,980
  • India 11,068,521
    India
    Confirmed: 11,068,521
    Active: 157,134
    Recovered: 10,754,497
    Death: 156,890
  • Brazil 10,393,886
    Brazil
    Confirmed: 10,393,886
    Active: 818,529
    Recovered: 9,323,696
    Death: 251,661
  • Russia 4,223,186
    Russia
    Confirmed: 4,223,186
    Active: 354,496
    Recovered: 3,783,386
    Death: 85,304
  • UK 4,154,562
    UK
    Confirmed: 4,154,562
    Active: 1,305,026
    Recovered: 2,727,466
    Death: 122,070
  • Italy 2,868,435
    Italy
    Confirmed: 2,868,435
    Active: 396,143
    Recovered: 2,375,318
    Death: 96,974
  • Turkey 2,674,766
    Turkey
    Confirmed: 2,674,766
    Active: 99,905
    Recovered: 2,546,503
    Death: 28,358
  • Germany 2,429,789
    Germany
    Confirmed: 2,429,789
    Active: 123,933
    Recovered: 2,235,700
    Death: 70,156
  • Pakistan 577,482
    Pakistan
    Confirmed: 577,482
    Active: 22,285
    Recovered: 542,393
    Death: 12,804
  • China 89,877
    China
    Confirmed: 89,877
    Active: 244
    Recovered: 84,997
    Death: 4,636

ଭୁବନେଶ୍ୱର,୨୫ ।୧(ଓଡିଶା ଭାସ୍କର): ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକ ଶେଷ ହୋଇଛି । ବୈଠକ ପରେ ବିଜେଡି ସଂସଦୀୟ ଦଳ ନିଷ୍ପତ୍ତି ନେଇଛି ଯେ, ସଂସଦରେ ଏମଏସପି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇବ ଦଳ । ରେଲୱେ, ଜିଏସଟି ପ୍ରସଙ୍ଗ ମଧ୍ୟ ବିଜେଡି ଉଠାଇବ । ବିଧାନ ପରିଷଦ ଓ ମହାନଦୀ ପ୍ରସଙ୍ଗ ମଧ୍ୟ ଉଠାଯିବ । କୋଲ ରୟାଲିଟି, ମହିଳା ସଂରକ୍ଷଣ ପ୍ରସଙ୍ଗ ମଧ୍ୟ ରଖିବ ଦଳ । କୋଶଳୀ ଓ ହୋ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ଦାବି ହେବ । ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରସଙ୍ଗ ରଖିବ ଦଳ । ଏନେଇ ବୈଠକ ଶେଷ ହେବା ପରେ ସାଂସଦ ସସ୍ମିତ ପାତ୍ର କହିଛନ୍ତି ।

Get real time updates directly on you device, subscribe now.

Comments are closed.