fbpx

କୋଭିଡ ମୁକାବିଲା ନେଇ କ’ଣ କହିଲେ କେନ୍ଦ୍ର ସରକାର?

ନୂଆଦିଲ୍ଲୀ,୨୨ ।୯: ସାରା ଦେଶରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । କୋଭିଡ ମୁକାବିଲା ନେଇ କେନ୍ଦ୍ର ସରକାର ଆଜି ସୂଚନା ଦେଇ କହିଛନ୍ତି ଯେ, ‘ଦେଶରେ ୧୭ ହଜାରରୁ ଅଧିକ ପରୀକ୍ଷଣ କେନ୍ଦ୍ର ରହିଛି । ବିଶ୍ୱ ତୁଳନାରେ ଭାରତରେ ସୁସ୍ଥତା ହାର ଅଧିକ ରହିଛି । ଦେଶର ଗତ ୪ ଦିନ ହେଲା ଅଧିକ ସୁସ୍ଥ ହେଉଛନ୍ତି । ସଂକ୍ରମିତ ଠାରୁ ଅଧିକ ସୁସ୍ଥ ହେବାରେ ଲାଗିଛନ୍ତି ଆକ୍ରାନ୍ତ ।’

Get real time updates directly on you device, subscribe now.