• Likes
  • Followers
  • Subscribers
  • Followers
  • Android App
  • Friday, September 12, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ହ୍ୱାଟସଆପ୍ ସର୍ଭର ଡାଉନ୍: ୟୁଜର୍ସଙ୍କ ଆପ୍ ଖୋଲୁନି, ଲଗ୍ ଇନ୍ ହେଉନି

ହ୍ୱାଟସଆପ୍ ସର୍ଭର ଡାଉନ୍: ୟୁଜର୍ସଙ୍କ ଆପ୍ ଖୋଲୁନି, ଲଗ୍ ଇନ୍ ହେଉନି

By Manas Pradhan Last updated Apr 4, 2024 at 12:24 AM
WhatsApp
Share

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ହ୍ୱାଟସଆପକୁ ନେଇ ଆସିଛି ଏକ ବଡ଼ ଖବର । ବହୁ ୟୁଜର୍ସ ହ୍ୱାଟସଆପ୍ ଖୋଲୁ ପାରୁନାହାନ୍ତି । ଆପ ଲଗ୍ ଇନ୍ ହେଉନି । ‘Service Unavailable. We’re having trouble connecting to WhatsApp. Please try again in a few minutes.’ ହ୍ୱାଟସଆପକୁ ଲଗ୍ ଇନ୍ କରିବା ସମୟରେ ଏଭଳି ଏରର ମେସେଜ୍ ଦେଖାଉଛି ।

ବିଶ୍ୱ ସ୍ତରରେ କୋଟି କୋଟି ୟୁଜର୍ସ ହ୍ୱାଟସଆପ୍ ବ୍ୟବହାର କରୁଥିବାରୁ ଅନେକ ୟୁଜର୍ସ ଏନେଇ ସମସ୍ୟାର ସାମ୍ନା କରିଥିଲେ । ସେମାନେ ଏହି ସୋସିଆଲ ମିଡ଼ିଆ ଆପକୁ ଖୋଲିପାରି ନଥିଲେ କି ଲଗ୍ ଇନ୍ କରିପାରି ନଥିଲେ । ବୁଧବାର ରାତି ପାଖାପାଖି ୧୧.୪୫ ସମୟରେ ଏହି ସମସ୍ୟା ଦେଖାଦେଇଥିଲା । ୟୁର୍ଜସ ଏହି ମେସେଜିଂ ଆପରେ କୌଣସି ମେସେଜ ପଠାଇ ପାରିନଥିଲେ କି ଗ୍ରହଣ କରିପାରି ନଥିଲେ । ଏପରିକି ଇନଷ୍ଟାଗ୍ରାମ ମଧ୍ୟ ଡାଉନ୍ ହୋଇଥିବା ଜଣାପଡ଼ିଥିଲା । ୬୧ ପ୍ରତିଶତ ୟୁଜର୍ସ ଇନଷ୍ଟାଗ୍ରାମରେ ସମସ୍ୟାର ସାମ୍ନା କରିଥିବା ବେଳେ ୨୮ ପ୍ରତିଶତ ଫିଡକୁ ରିଫ୍ରେଶ କରିପାରିନଥିଲେ । ଏହି ସମସ୍ୟା ଦେଖାଦେବା ପରେ ନେଟିଜେନ୍ସ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଅଭିଯୋଗ ଶେୟାର କରିଥିଲେ ।

ଆହୁରି ପଢନ୍ତୁ

ଅର୍ଶ ଭଳି ଯନ୍ତ୍ରଣାରୁ ଦେବ ମୁକ୍ତି, ପାଖ…

ଘୂରି ବୁଲୁଥିବା ପ୍ରେତାତ୍ମା ବି ଏହି କୁଣ୍ଡକୁ…

Whatsapp and Instagram servers once every month.#whatsappdown pic.twitter.com/jqnDbPB4Yv

— Ramen (@CoconutShawarma) April 3, 2024

Share

Prev Post

ଏଥର ଜିତିବ ମୁମ୍ବାଇ… ଦଳକୁ ଫେରୁଛନ୍ତି Mr. Dependable: ଫିଟ୍ ହେଲେ ସୂର୍ଯ୍ୟକୁମାର

Next Post

ଅନ୍ୟ ପୁରୁଷଙ୍କ ତୁଳନାରେ ଚାପଗ୍ରସ୍ତ ଚାକିରି କରୁଥିବା ଏବଂ ସ୍ୱଳ୍ପ ଦରମା ପାଉଥିବା ବ୍ୟକ୍ତିଙ୍କର ହୃଦଘାତ ହେବାର ଆଶଙ୍କା ଦୁଇଗୁଣ ଅଧିକ :ରିସର୍ଚ୍ଚ

You might also like More from author
Top Stories

ଅର୍ଶ ଭଳି ଯନ୍ତ୍ରଣାରୁ ଦେବ ମୁକ୍ତି, ପାଖ ମାଡ଼ିବନି ରୋଗ, ଦହିରେ ମିଶାନ୍ତୁ ଏହି ଜିନିଷ

Astrology

ଘୂରି ବୁଲୁଥିବା ପ୍ରେତାତ୍ମା ବି ଏହି କୁଣ୍ଡକୁ ଆସିଲେ ପଡ଼ିଯାଏ ଶାନ୍ତ, କାହିଁକି-ପଢନ୍ତୁ ଏହି…

Featured

Nepali Cinema: ନେପାଳର ଅମିତାଭ ବଚ୍ଚନ, ଏତେ କୋଟିର ମାଲିକ, ବାହା ହୋଇଛନ୍ତି 22 ବର୍ଷର ଏ…

Cricket

(Video) ଘର ଜାଳିଦେବାକୁ ଧମକ, ଲାଇଭ ସୋ’ରେ ପାକିସ୍ତାନର ପୂର୍ବତନ ଖେଳାଳୀ ଅଜବ ବୟାନ, ଇଣ୍ଡିଆକୁ…

Featured

Video: ‘ମୋ ଛାତିରେ ବାଜିଛି ଗୁଳି, ଆଖିକୁ ଛୁଇଁ ଯାଇଛି’- ନେପାଳ ହିଂସାରେ ଯୁବକ…

Breaking News

ଧୋନି-ସଚିନଙ୍କ ପରେ, ଏବେ ଏହି ଷ୍ଟାର କ୍ରିକେଟରଙ୍କ ଉପରେ ଆସୁଛି ଫିଲ୍ମ; ଭାରତ ଛାଡିବାକୁ ଦିନେ…

Prev Next
Odisha Bhaskar

Recent Posts

ଅର୍ଶ ଭଳି ଯନ୍ତ୍ରଣାରୁ ଦେବ ମୁକ୍ତି, ପାଖ…

ଘୂରି ବୁଲୁଥିବା ପ୍ରେତାତ୍ମା ବି ଏହି କୁଣ୍ଡକୁ…

Nepali Cinema: ନେପାଳର ଅମିତାଭ ବଚ୍ଚନ, ଏତେ…

(Video) ଘର ଜାଳିଦେବାକୁ ଧମକ, ଲାଇଭ ସୋ’ରେ…

Video: ‘ମୋ ଛାତିରେ ବାଜିଛି ଗୁଳି,…

ଧୋନି-ସଚିନଙ୍କ ପରେ, ଏବେ ଏହି ଷ୍ଟାର…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଅର୍ଶ ଭଳି ଯନ୍ତ୍ରଣାରୁ ଦେବ ମୁକ୍ତି, ପାଖ…

ଘୂରି ବୁଲୁଥିବା ପ୍ରେତାତ୍ମା ବି ଏହି କୁଣ୍ଡକୁ…

Nepali Cinema: ନେପାଳର ଅମିତାଭ ବଚ୍ଚନ, ଏତେ…

(Video) ଘର ଜାଳିଦେବାକୁ ଧମକ, ଲାଇଭ ସୋ’ରେ…

Prev Next 1 of 28,798
© 2025 - TK Digital All Rights Reserved.