fbpx

୧ ଡିସେମ୍ବରରୁ ଏହି ସ୍କାର୍ଟଫୋନରେ ସପୋର୍ଟ କରିବନି ହ୍ୱାଟ୍ସଆପ୍, ଦେଖନ୍ତୁ ଲିଷ୍ଟ୍

AAKASH

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ବେଳେବେଳେ ଅନେକ ସ୍ମାର୍ଟଫୋନ୍ ପାଇଁ ନିଜ ସପୋର୍ଟ ବନ୍ଦ କରିଦିଏ । ଏଥିରେ ପ୍ରାୟତଃ ସେହି ସ୍ମାର୍ଟଫୋନଗୁଡ଼ିକ ରହିଛି, ଯାହାକି ପୁରୁଣା ହୋଇଯାଇଛି ବା ଅନେକ ଦିନ ପର୍ଯ୍ୟନ୍ତ ଏହାକୁ ଅପଡେଟ୍ କରାଯାଇନାହିଁ । ୩୧ ଡିସେମ୍ବର ୨୦୨୨ ପରେ ବି କମ୍ପାନୀ ଏପରି କିଛି କରିବାକୁ ଯାଉଛି । ତେବେ ୩୧ ତାରିଖ ପରେ କେଉଁ ସ୍ମାର୍ଟଫୋନଗୁଡ଼ିକରେ ହ୍ୱାଟ୍ସଆପ୍ ବନ୍ଦ ହୋଇଯିବ, ଆସନ୍ତୁ ଜାଣିବା…

Apple iPhone
Apple iPhone Smartphones: ୩୧ ଡିସେମ୍ବର ପରେ Appleର ଅନେକ ମଡ଼େଲରୁ WhatsAppର ସପୋର୍ଟ ବନ୍ଦ ହୋଇଯିବ । ଏହି ତାଲିକାରେ Apple iPhone 5 ଓ Apple iPhone 5c ସାମିଲ ଅଛି ।

Samsung Smartphones
Samsung Smartphones: ୩୧ ଡିସେମ୍ବର ପରେ Samsungର ମଧ୍ୟ କିଛି ସ୍ମାର୍ଟଫୋନରୁ WhatsAppର ସପୋର୍ଟ ବନ୍ଦ ହୋଇଯିବ । ଏହି ତାଲିକାରେ Samsung Galaxy Ace 2, Samsung Galaxy Core, Samsung Galaxy S2, Samsung Galaxy S3 mini, Samsung Galaxy Trend II, Samsung Galaxy Trend Lite ଓ Samsung Galaxy Xcover 2 ସାମିଲ ଅଛି ।

LG Smartphones
LG Smartphones: ଯଦି ଆପଣଙ୍କ ପାଖରେ LGର ସ୍ମାର୍ଟଫୋନ ଅଛି, ତେବେ ୩୧ ଡିସେମ୍ବର ପରେ LG Enact, LG Lucid 2, LG Optimus 4X HD, LG Optimus F3, LG Optimus F3Q, LG Optimus F5, LG Optimus F6, LG Optimus F7, LG Optimus L2 II, LG Optimus L3 II, LG Optimus L3 II Dual, LG Optimus L4 II, LG Optimus L4 II Dual, LG Optimus L5, LG Optimus L5 Dual, LG Optimus L5 II, LG Optimus L7, LG Optimus L7 II, LG Optimus L7 II Dual ଓ LG Optimus Nitro HD ସାମିଲ ଅଛି ।

Sony Smartphones
Sony Smartphones: ୩୧ ଡିସେମ୍ବର ପରେ WhatsAppର ସପୋର୍ଟ Sony ର ଅନେକ ସ୍ମାର୍ଟଫୋନରେ ମଧ୍ୟ ବନ୍ଦ ହୋଇଯିବ। ଏହି ତାଲିକାରେ Sony Xperia Arc S, Sony Xperia miro ଓ Sony Xperia Neo L ଭଳି ସ୍ମାର୍ଟଫୋନ ସାମିଲ ଅଛି ।

Huawei Smartphones
Huawei Smartphones: ଯଦି ଆପଣ Huawei ବ୍ରାଣ୍ଡର ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି, ତେବେ ଚଳିତ ବର୍ଷ ଶେଷରେ WhatsAppର ସପୋର୍ଟ Huawei Ascend D, Huawei Ascend D1, Huawei Ascend D2, Huawei Ascend G740, Huawei Ascend Mate ଓ Huawei Ascend P1 ଭଳି ସ୍ମାର୍ଟଫୋନ ପାଇଁ ବନ୍ଦ କରିଦିଆଯିବ ।

Get real time updates directly on you device, subscribe now.