fbpx

କେଉଁ ଆସନରେ କାହାକୁ ମିଳିଲା ବିଜୟ? ଦିନ ୩ଟା ସୁଦ୍ଧା ଦେଖନ୍ତୁ ଭୋଟ ଗଣତି ଅପଡେଟ୍

Advertisement

ଓଡ଼ିଶା ଭାସ୍କର: ଓଡ଼ିଶା ନିର୍ବାଚନରେ ଆଜି ହେଉଛି ଫଇସଲାର ଦିନ । ୨୦୨୪ ନିର୍ବାଚନ ଲଢେଇରେ କିଏ ମାରିବ ବାଜି? ଆଉ କିଛି ସମୟ ପରେ ଏହାର ସ୍ପଷ୍ଟ ଚିତ୍ର ସାମନାକୁ ଆସିବ । କିନ୍ତୁ ଏହାପୂର୍ବରୁ କିଛିଟା ବିଧାନସଭା ଆସନର ଫଳାଫଳ ଘୋଷଣା ହୋଇଯାଇଛି । କିଛି ଆସନରେ ବିଜେଡି ବିଜୟୀ ହୋଇଥିବା ବେଳେ ବିଜେପି ମଧ୍ୟ କିଛିଟା ଆସନରେ କବଜା କରିଛି । ଏହି ଦୌନରେ କଂଗ୍ରେସ ମଧ୍ୟ ପଛରେ ରହିନାହିଁ । ଦିନ ୩ଟା ପର୍ଯ୍ୟନ୍ତ ହୋଇଥିବା ଭୋଟଗଣତି ସୁଦ୍ଧା କଂଗ୍ରେସ ମଧ୍ୟ ବିଜୟ ହାସଲ କରିନେଇଛି । ତେବେ ଦିନ ୩ଟା ସୁଦ୍ଧା କ’ଣ ରହିଛି ଅପଡେଟ୍…

ବରୀ: ବିଶ୍ୱରଞ୍ଜନ ମଲ୍ଲିକ (ବିଜେଡି)

ଭୁବନେଶ୍ୱର ମଧ୍ୟ: ଅନନ୍ତ ନାରାୟଣ ଜେନା (ବିଜେଡି)

କୁଚିଣ୍ଡା: ରବି ନାଏକ (ବିଜେପି)

ଚିତ୍ରକୋଣ୍ଡା: ମଙ୍ଗୁ ଖିଲ (କଂଗ୍ରେସ)

ମାଲକାନଗିରି: ନରସିଂହ ମାଡ଼କାମୀ (ବିଜେପି)

ବାଙ୍କୀ: ଦେବୀ ରଞ୍ଜନ ତ୍ରିପାଠୀ (ବିଜେଡି)

ଆଳି: ପ୍ରତାପ ଦେବ (ବିଜେଡି)

ବ୍ରଜରାଜନଗର: ସୁରେଶ ପୂଜାରୀ (ବିଜେପି)

ଝାରସୁଗୁଡ଼ା: ଟଙ୍କଧର ତ୍ରିପାଠୀ (ବିଜେପି)

ଦଶପଲ୍ଲା: ରମେଶ ବେହେରା (ବିଜେଡି)

ଭୁବନେଶ୍ୱର ଉତ୍ତର: ସୁଶାନ୍ତ (ବିଜେଡି)

ଧର୍ମଗଡ଼: ସୁଧୀର ପାଟ୍ଟଯୋଶୀ (ବିଜେପି)

 

 

Get real time updates directly on you device, subscribe now.