fbpx

ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼ ଓ ନୂଆପଡ଼ାରେ କିଏ କିଏ ବିଜୟୀ ? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ୩୧୫ ଜୋନରୁ ୨୫୬ର ଆସିଲା ଫଳାଫଳ । ପ୍ରଥମ ଦିନରେ ବହୁ ସିଟ୍ ସହ ବିଜେଡି ଆଗରେ ରହିଛି । ୨୩୦ ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୧୨ଟି ଜୋନରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ଏହା ସହ ୧୦ଟି ଜୋନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବାଜି ମାରିଛନ୍ତି । ୨ଟି ଆସନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼ ଓ ନୂଆପଡ଼ା ଫଳାଫଳ…

ମାଲକାନଗିରି:-
ଚିତ୍ରକୋଣ୍ଡା ଜୋନ ୧୪ରେ କଂଗ୍ରେସର ବିନନ୍ତୀ ଖିଲ ବିଜୟୀ ।
କୋରକୋଣ୍ଡା ଜୋନ ୪ରେ ବିଜେଡିର ବିଜୟଲକ୍ଷ୍ମୀ ପଡ଼ିଆମି ବିଜୟୀ ।
ଖଇରପୁର ଜୋନ ୬ରେ ବିଜେଡିର ବଳୀ ମାଝୀ ବିଜୟୀ ।
ମାଲକାନଗିରି ଜୋନ ୧ରେ ବିଜେଡିର କୁନି ଭୂମିଆ ବିଜୟୀ ।
ମାଥିଲି ଜୋନ ୮ରେ ବିଜେଡିର ଲକ୍ଷ୍ମୀପ୍ରିୟା ନାଏକ ବିଜୟୀ ।
ପଡ଼ିଆ ଜୋନ ୭ରେ ବିଜେଡ଼ିର ସୁରଭି ଭୌମିକ ବିଜୟୀ ।
କାଲିମେଳା ଜୋନ-୧ରେ ବିଜେଡିର ଅପର୍ଣ୍ଣା ମଣ୍ଡଳ ବିଜୟୀ ।

ମୟୂରଭଞ୍ଜ:-
ଖୁଣ୍ଟା ଜୋନ ୧୨ରେ ବିଜେଡିର ହୃଦାନନ୍ଦ ମୁର୍ମୁ ବିଜୟୀ ।
କରଞ୍ଜିଆ ଜୋନ ୬ରେ ବିଜେଡିର ବୀଣାପାଣି ନାଏକ ବିଜୟୀ ।
ଗୋପବନ୍ଧୁ ନଗର ଜୋନ ୧୪ରେ ବିଜେଡିର ଉର୍ମିଳା ଲେଙ୍କା ବିଜୟୀ ।
କପ୍ତିପଦା ଜୋନ ୩ରେ ବିଜେଡିର ସିରୁ ସୋରେନ ବିଜୟୀ ।
ଯଶିପୁର ଜୋନ ୫୧ରେ ବିଜେଡିର ପରମେଶ୍ୱର ନାୟକ ବିଜୟୀ ।
ବେତନଟୀ ଜୋନ ୩୫ରେ ବିାଜଡିର ବିଶ୍ୱନାଥ ହେମ୍ବୁମ ଆଗୁଆ ଅଛନ୍ତି ।
ଉଦାଳ ଜୋନ ୧ରେ ଜେଏମଏମର ଖିରମଣୀ ମୁର୍ମୁ ଆଗୁଆ ଅଛନ୍ତି ।
ବାରିପଦା ଜୋନ ୨୯ରେ ବିଜେଡିର ସତ୍ୟଭାମା ମହାନ୍ତ ଆଗୁଆ ।
ଯଶିପୁର ଜୋନ ୪୧ରେ ବିଜେଡିର ମିନତୀ ନାଏକ ବିଜୟୀ ।
ଜାମଦା ଜୋନ୍-୧୬ରେ ବିଜେଡିର ବାବୁଲ ଟୁଡୁ ଆଗୁଆ ।
ରରୁଆଁ ଜୋନ୍-୧୪ରେ ବିଜେଡିର ବଦାନି ମୁଦି ଆଗୁଆ
ଠାକୁରମୁଣ୍ଡା ଜୋନ-୧୮ରେ ବିଜେଡିର ପୂର୍ଣ୍ଣିମା ବାଗସିଂ ଆଗୁଆ ।
ତିରିଂ ଜୋନ-୨୦ରେ ବିଜେଡିର ପାରଶଚନ୍ଦ୍ର ମୁଣ୍ଡା ଆଗୁଆ ।
ବହଳଦା ଜୋନ ୨୫ରେ ବିଜେଡିର ଭଗବତୀ ମିଶ୍ର ଆଗୁଆ ।
ସାରସକଣା ଜୋନ ୫୫ରେ ବିଜେଡିର ମଣି ମହନ୍ତ ଆଗୁଆ ।
ଶୁଳିଆପଦା ଜୋନ ୫୩ରେ ବିଜେଡିରେ ନୀରଲତା ସିଂ ଆଗୁଆ ।
ଶ୍ୟାମାଖୁଣ୍ଟା ଜୋନ ୪୯ରେ ବିଜେଡିର ମଧୁସୂଦନ ସିଂ ଆଗୁଆ ।
ରାସଗୋବିନ୍ଦପୁର ଜୋନ ୪୭ରେ ବିଜେଡିର ଦଶରଥ ରାମ୍ ଆଗୁଆ ।
ମୋରଡ଼ା ଜୋନ ୩୮ରେ ବିଜେଡିର ଅଭିରାମ ଭୋଇ ଆଗୁଆ ।
ରାଇରଙ୍ଗପୁର ଜୋନ ୪୫ରେ ବିଜେଡିର ସଚ୍ଚିଦାନନ୍ଦ ମହାନ୍ତ ଆଗୁଆ ।
ବିଶୋଇ ଜୋନ ୩୩ରେ ଜେଏମଏମର ଚିତାଲ କିସ୍କୁ ଆଗୁଆ ।
କୁସୁମୀ ଜୋନ ୧୦ରେ ବିଜେଡିର ପୁତୁଲ ହାଇବ୍ରୁ ଆଗୁଆ ।
କୁଳିଅଣା ଜୋନ ୮ରେ ବିଜେଡିର ଦୁର୍ଗାଚରଣ ମାରାଣ୍ଡି ଆଗୁଆ ।
ବିଜାତଳା ଜୋନ ୩୧ରେ ବିଜେଡିର ପାର୍ବତୀ ଟୁଡୁ ଆଗୁଆ ।
ବଡ଼ସାହି ଜୋନ ୨୨ରେ ବିଜେଡିର ଦାସରଥ ସିଂହ ଆଗୁଆ ।
ବାଙ୍ଗିରିପୋଷ ଜୋନ ୨୭ରେ ବିଜେଡିର ପାର୍ବତୀ ସିଂହ ଆଗୁଆ ।
ଶୁକୁଳି ଜୋନ ୫୧ରେ ବିଜେଡିର ପରମେଶ୍ୱର ନାଏମ ଆଗୁଆ ।

ନୟାଗଡ଼ା:-
ନୂଆଗାଁ ଜୋନ୍ ୧୬ରେ ବିଜେଡି ପ୍ରାର୍ଥୀ ଯସ୍ମିନ ଦାଶ ଆଗୁଆ ରହିଛନ୍ତି ।
ନୟାଗଡ଼ ଜୋନ ୧୨ରେ ବିଜେଡିର ସୁବାସ କହଁର ଆଗୁଆ ।
ଓଡ଼ଗାଁ ଜୋନ ୧ରେ ବିଜେଡିର ଝିଲ୍ଲୀ ପ୍ରଧାନ ଆଗୁଆ ଅଛନ୍ତି ।
ରଣପୁର ଜୋନ ୨୧ରେ ବିଜେଡିର ରଜନୀରାଣୀ ପଟ୍ଟନାୟକ ଆଗୁଆ ।
ଜୋନ୍ ୧୬ରେ ବିଜେପିର ସନ୍ଧ୍ୟାରାଣୀ ସେଠୀ ଆଗୁଆ ।
ଦଶପଲ୍ଲା ଜୋନ ୯ରେ ବିଜେଡିର ହରିଶ୍ଚନ୍ଦ୍ର ଜାନି ଆଗୁଆ ।
ଭାପୁର ଜୋନ ୧୮ରେ ବିଜେଡିର ଧର୍ମେନ୍ଦ୍ର ଧଳ ଆଗୁଆ ।
ଖଣ୍ଡପଡ଼ା ଜୋନ ୫ରେ ବିଜେଡିର ରାମେଶ୍ୱର ଶତପଥୀ ଆଗୁଆ ।
ଗଣିଆ ଜୋନ ୮ରେ ବିଜେଡିର ନରେଶ ବେହେରା ଆଗୁଆ ।
ନୟାଗଡ଼ ଜୋନ ୧୨ରେ ବିଜେଡିର ସୁବାସ କହଁର ଆଗୁଆ ଅଛନ୍ତି ।
ରଣପୁର ଜୋନ ୧ରେ ବିଜେପିର ସସ୍ମିତା ମାର୍ଥା ଆଗୁଆ ଅଛନ୍ତି ।

ନୂଆପଡ଼ା:-
ସିନାପାଲି ୧୨ରେ ବିଜେଡିର ପୁଷ୍ଣାଞ୍ଜଳି ଗୁଆଲ ବିଜୟୀ ।
କୋମନା ଜୋନ ୧ରେ ବିଜେଡିର ମୁରଲୀଧର ଭୋଇ ବିଜୟୀ ।
ଖଡ଼ିଆଳ ଜୋନ ୪ରେ ବିଜେଡିର ଚିତ୍ତରଞ୍ଜନ ବେହେରା ଆଗୁଆ ।
ବୋଡେନ ଜୋନ ୧୦ରେ ବିଜେଡିର ଡଳି ମାଝୀ ଆଗୁଆ ।
ନୂଆପଡ଼ା ଜୋନ ୭ରେ ବିଜେଡିର ଉମା ଠାକୁର ଆଗୁଆ ।

Get real time updates directly on you device, subscribe now.