ସୈଫଙ୍କୁ କାହିଁକି ବିବାହ କରିଥିଲେ କରୀନା, ଖୋଲି କହିଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଏବଂ ଅଭିନେତା ସୈଫ୍ ଅଲ୍ଲୀ ଖାନ ବି-ଟାଉନର ପାୱାର କପଲ୍ ମଧ୍ୟରୁ ଅନ୍ୟତମ। ଉଭୟଙ୍କ ବିବାହ ୧୦ ବର୍ଷରୁ ଅଧିକ ହୋଇସାରିଲାଣି।

ସେମାନେ ତୈମୁର ଏବଂ ଜାହାଙ୍ଗୀର ନାମକ ଦୁଇଟି ସନ୍ତାନର ପିତାମାତା ମଧ୍ୟ। କରୀନାଙ୍କୁ ବିବାହ କରିବା ପୂର୍ବରୁ ସୈଫ୍ ଅଲ୍ଲୀ ଖାନ ତାଙ୍କ ସହିତ ୫ ବର୍ଷ ଧରି ଲିଭ୍-ଇନରେ ରହିଥିଲେ। ପରେ ବେବୋ ପ୍ରକାଶ କରିଥିଲେ ଯେ, ସେ କାହିଁକି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

एक्ट्रेस करीना कपूर खान और एक्टर सैफ अली खान के लिए साल 2021 काफी यादगार है. करीना और सैफ इसी साल फरवरी में दूसरी बार पेरेंट्स बने हैं.

ଏକ ସାକ୍ଷାତକାରରେ କରୀନା କହିଥିଲେ, ୫ ବର୍ଷ ଧରି ଏକାଠି ରହିବା ପରେ ସୈଫଙ୍କୁ ବିବାହ କରିବି ବୋଲି ନିଷ୍ପତ୍ତି ନେଇଥିଲି । ସେ କହିଥିଲେ, ବିବାହ କରି ଗୋଟିଏ ପରିବାର ଗଢ଼ିବି ଆଉ ସନ୍ତାନର ଜନନୀ ହେବି । ତେଣୁ ସୈଫଙ୍କ ପରି ଜଣେ ଅଭିନେତାଙ୍କୁ ବିବାହ କରିବି ବୋଲି ନିଷ୍ପତ୍ତି ନେଇଥିଲି ।

आज के इस आर्टिकल में हम आपको सैफ-करीना से जुड़ा एक दिलचस्प किस्सा सुनाएंगे. सैफ करीना की शादी साल 2012 में हुई थी. कहते हैं कि सैफ से शादी करने से पहले करीना ने उनके सामने एक शर्त रखी थी.

ଏହା ବ୍ୟତୀତ କରୀନା ଆହୁରି କହିଥିଲେ ଯେ, ସେ କାହିଁକି ଏକ ସନ୍ତାନ ଜନ୍ମ କରିବାକୁ ଚାହୁଁଥିଲେ। “ମୁଁ ମୋ ଜୀବନର ବାକି ସମୟ ମୋ ପିଲାମାନଙ୍କ ସହିତ ବଞ୍ଚିବାକୁ ଚାହୁଁଛି।

ମୁଁ ଚାହୁଁଛି ଯେ, ମୁଁ ଯାହା କରେ ତାହା ସେମାନଙ୍କ ସାମ୍ନାରେ କରାଯାଉ। ମୁଁ ପ୍ରଥମେ ତାଙ୍କର ଏବଂ ମୋର ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଚାହୁଁଥିଲି। ଆମକୁ ଖୁସି ହେବାକୁ ପଡିବ, ତେବେ ହିଁ ସେମାନେ ବଢ଼ିବେ ବୋଲି କରୀନା ସାକ୍ଷାତକାରରେ କହିଥିଲେ ।