fbpx

କରୋନା ସଙ୍କଟ ମଧ୍ୟରେ ରାଜ୍ୟରେ କମିଲା ମଦ ଦର, ଜାଣନ୍ତୁ କେଉଁ ବ୍ରାଣ୍ଡ ପାଇଁ କେତେ ଟଙ୍କା?

କରୋନା ସଙ୍କଟ ମଧ୍ୟ ରେ ମଦର ଦର ବୃଦ୍ଧି , ମଦୁଆ ମାନଙ୍କ ପାଇଁ ଚଡକ ସଦୃଶ୍ୟ ହୋଇଥିଲା । ମାତ୍ର ସରକାର ମଦ ଉପରେ ଥିବା ଟାସ୍କ ହଟାଇବାରୁ ରାଜ୍ୟ ରେ ଏବେ ମଦ ର ଦାମ ଅପେକ୍ଷାକୃତ ଭାବେ କମିଛି  ଦରର ତାଲିକା ଅବକାରୀ ବିଭାଗର https://osbc.co.in/ ୱେବସାଇଟରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଛି । ଆସନ୍ତୁ ଜାଣିବା କେଉଁ ମଦ ପାଇଁ ଆପଣଙ୍କୁ କେତେ ଟଙ୍କା ଦେବାକୁ ପଡିବ..

   

Get real time updates directly on you device, subscribe now.