fbpx

୧୦ଡ଼ିଗ୍ରୀ ତଳେ ୪ସହର

ଭୁବନେଶ୍ୱର, ୧୭ା୧(ଓଡ଼ିଶା ଭାସ୍କର): ରାଜ୍ୟରେ ଶୀତ ଲହରି ଜାରି ରହିଛି । ଆଜି ୧୦ଡିଗ୍ରୀ ତଳେ ୪ଟି ସହରର ତାପମାତ୍ରା ରହିଛି । ୭.୬ ଡିଗ୍ରୀ ସହ ଅନୁଗୁଳ ଆଜିର ସବୁଠୁ ଶୀତଳ ସହର । ସେହିପରି ଫୁଲବାଣୀ ୮.୫, ସୋନପୁର ୯, ଦାରିଙ୍ଗବାଡ଼ି ୯.୫ଡିଗ୍ରୀ, କୋରାପୁଟ ୧୦, ଟିଟିଲାଗଡ଼ ୧୦.୬, ସୁନ୍ଦରଗଡ଼ ୧୧.୫ ଡିଗ୍ରୀ, ତାଳଚେର ୧୨.୩, କେନ୍ଦୁଝର ଓ ଝାରସୁଗୁଡ଼ା ୧୨.୪ଡିଗ୍ରୀ, ବାଲେଶ୍ୱର ୧୨.୮, ହୀରାକୁଦ ୧୨.୮, ମାଲକାନଗିରି ୧୩, ପୁରୀ ୧୫, କଟକ ୧୫.୨, ଭୁବନେଶ୍ୱର ୧୬.୫ ଡିଗ୍ରୀ ସେଲସିୟସ ରହିଛି ।

Get real time updates directly on you device, subscribe now.