fbpx

ଇସ୍ରୋ ପକ୍ଷରୁ ଜିଏସଏଟି-୩୦ ଉପଗ୍ରହର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ, ୧୭ା୧: ଇସ୍ରୋ ପକ୍ଷରୁ ଜିଏସଏଟି-୩୦ ଉପଗ୍ରହର ସଫଳ ଉତକ୍ଷେପଣ ହୋଇଛି । ଏହା ଫ୍ରେଞ୍ଚ ଗୁଏନା କୋରାଉ ଲଞ୍ଚ ବେସରୁ ଉତକ୍ଷେପଣ ହୋଇଛି । ଟେଲି କମୁନିକେସନ ସାଟେଲାଇଟ ଜିଏସଏଟି-୩୦ । ଦେଶର ଯୋଗାଯୋଗ ସେବା ଉନ୍ନତ ହେବା ସହ ଇଣ୍ଟରନେଟ ସ୍ପିଡ଼୍ ବଢ଼ିବ । ଜିଏସଏଟି-୩୦ର ଓଜନ ୩.୩୫୬ ଡିଗ୍ରୀ । ଇନସାଟ୍ ସାଟେଲାଇଟ ସ୍ଥାନରେ କାମ କରିବ ଜିଏସଏଟି-୩୦ ।

Get real time updates directly on you device, subscribe now.