fbpx

ଆଶ୍ଚର୍ଯ୍ୟ: ରାସ୍ତାରେ ଚାଲି ଯାଉଥିବା ବେଳେ ଅଚାନକ୍ ଗର୍ଭବତୀ ମହିଳାଠାରୁ ଜନ୍ମ ନେଲା ଶିଶୁ, ଦେଖନ୍ତୁ ଭିଡିଓ

ଚୀନର ଝେଜିୟଙ୍ଗ ପ୍ରୋଭିନ୍ସରେ ଏକ ଆଶ୍ଚର୍ଯ୍ୟଜନକର ଘଟଣା ସାମନାକୁ ଆସିଛି । ସେଠାରେ ଜଣେ ଗର୍ଭବତୀ ମହିଳା କୌଣସି କାମରେ ମାର୍କେଟ ଯାଇ ଫେରୁଥିଲେ । ରାସ୍ତାରେ ଚାଲି ଚାଳି ଆସୁଥିବା ସମୟରେ ଅଚାନକ୍ ରାସ୍ତା ଉପରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଲେ । ଯନ୍ତ୍ରଣା ହେବାର ମାତ୍ର ୧୦ ମିନିଟ୍ ଭିତରେ ହିଁ ମହିଳା ଜଣକ ଶିଶୁ ପୁତ୍ରକୁ ଅଜାଣତରେ ଜନ୍ମ ଦେଇଥିଲେ । ମହିଳାଙ୍କ ପେଟରୁ ଶିଶୁଟି ବାହାରି ରାସ୍ତାରେ ପଡିଯାଇଥିଲା । ଘଟଣା ପରେ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ଓ ସେମାନେ ମହିଳାଙ୍କୁ ତୁରନ୍ତ ମେଡିକାଲ ନେଇଥିଲେ । ଏହି ଘଟଣାର ସମସ୍ତ ମୁହୁର୍ତ୍ତ ପାଖରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇ ରହିଯାଇଥିଲା । ତେବେ ଆସନ୍ତୁ ଦେଖିବା ଏହି ଭିଡିଓ..

Get real time updates directly on you device, subscribe now.