fbpx

ଛାତ୍ର ସହ ଶିକ୍ଷୟିତ୍ରୀଙ୍କ ଶାରୀରିକ ସମ୍ବନ୍ଧ, କିନ୍ତୁ ଗୋଟିଏ ଭୁଲ ଯୋଗୁଁ ଭାଇରାଲ ହେଲା ଅଶ୍ଲୀଳ ଫଟୋ

Advertisement

ନୂଆଦିଲ୍ଲୀ: ଆମେରିକାର ନ୍ୟୁୟର୍କରେ ରହୁଥିବା ଜଣେ ଶିକ୍ଷୟିତ୍ରୀଙ୍କ ଗୋଟିଏ ଭୁଲ ଯୋଗୁଁ ତାଙ୍କ ‘ଅଶ୍ଳୀଳ ଫଟୋ’ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ ଶିକ୍ଷୟିତ୍ରୀ ଜଣକ ଭୁଲବଶତଃ ନିଜ ଲ୍ୟାପଟପକୁ ସ୍କୁଲରେ ଛାଡିଦେଇଥିଲେ । ଫଳରେ ଛାତ୍ରମାନେ ଏହାର ଯାଞ୍ଚ କରିଥିଲେ ଓ ସେମାନେ ଯାହା ଦେଖିଲେ ତାକୁ ଭାଇରାଲ କରିଦେଲେ । ଶିକ୍ଷୟିତୀ ଜଣେ ଛାତ୍ର ସହ ୩ ଥର ଶାରୀରିକ ସମ୍ବନ୍ଧ ରଖିଥିବା ଅଭିଯୋଗ ହୋଇଛି ।

ରିପୋର୍ଟ ମୁତାବକ, ଜିଲ୍ ଜାଇଫେଜ ଟ୍ରାନଫର ହାଇସ୍କୁଲର ୨୬ ବର୍ଷୀୟ ଶିକ୍ଷୟିତ୍ରୀ ହେଇଦୀ ପ୍ରଥେରର୍ଚୀଙ୍କ ଉପରେ ଛାତ୍ରଙ୍କ ସହ ଫିଜିକାଲ ରିଲେସନ୍ ରଖିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଶିକ୍ଷୟତ୍ରୀ ଜଣକ ଭୁଲରେ ନିଜର ଲ୍ୟାପଟପ୍ କ୍ଲାସ ରୁମରେ ଛାଡିଦେଇଥିଲେ, ଯେଉଁଥିରେ କୌଣସି ଲକ୍ ନଥିଲା । ଏହା ପରେ କିଛି ଛାତ୍ର ଲ୍ୟାପଟପକୁ ଖୋଲି ଯାଞ୍ଚ କରିବାକୁ ଶିକ୍ଷୟିତ୍ରୀଙ୍କ ଅଶ୍ଲୀଳ ଫଟୋ ନଜର ଆସିଥିଲା । ଶିକ୍ଷୟିତ୍ରୀଙ୍କ ସହ ଏକ ଛାତ୍ର ନଜର ଆସିଥିଲା, ଯେ କି ସେହି ସ୍କୁଲରେ ପଢ଼ୁଥିଲା । କିଛିଦିନ ଭିତରେ ବି ଶିକ୍ଷୟିତ୍ରୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ ହୋଇଥିଲା । ଫଟୋ କିପରି ଲିକ୍ ହୋଇଥିଲା ତାହା ପ୍ରଥମେ ଜଣାପଡିନଥିଲା, କିନ୍ତୁ ପରେ ଯାଞ୍ଚ ହେବାରୁ ସବୁକିଛି ସ୍ପଷ୍ଟ ହୋଇଥିଲା । ଏହା ପୂର୍ବରୁ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଅଡିଡୋରୀୟମରେ ଛାତ୍ରଙ୍କ ସହ ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ଶିକ୍ଷୟିତ୍ରୀଙ୍କୁ ସ୍କୁଲରୁ ବହିଷ୍କାର କରାଯାଇଥିଲା ।

Get real time updates directly on you device, subscribe now.