-
World 114,379,920
WorldConfirmed: 114,379,920Active: 21,906,048Recovered: 89,936,286Death: 2,537,586 -
USA 29,202,824
USAConfirmed: 29,202,824Active: 9,045,632Recovered: 19,632,523Death: 524,669 -
India 11,096,731
IndiaConfirmed: 11,096,731Active: 164,475Recovered: 10,775,169Death: 157,087 -
Brazil 10,517,232
BrazilConfirmed: 10,517,232Active: 876,529Recovered: 9,386,440Death: 254,263 -
Russia 4,234,720
RussiaConfirmed: 4,234,720Active: 349,571Recovered: 3,799,406Death: 85,743 -
UK 4,170,519
UKConfirmed: 4,170,519Active: 1,201,606Recovered: 2,846,208Death: 122,705 -
Italy 2,907,825
ItalyConfirmed: 2,907,825Active: 411,966Recovered: 2,398,352Death: 97,507 -
Turkey 2,693,164
TurkeyConfirmed: 2,693,164Active: 98,938Recovered: 2,565,723Death: 28,503 -
Germany 2,444,177
GermanyConfirmed: 2,444,177Active: 130,388Recovered: 2,243,200Death: 70,589 -
Pakistan 579,973
PakistanConfirmed: 579,973Active: 21,836Recovered: 545,277Death: 12,860 -
China 89,893
ChinaConfirmed: 89,893Active: 218Recovered: 85,039Death: 4,636
ଗ୍ୱାଲିୟର, ୨୩ା୨: ମଧ୍ୟପ୍ରଦେଶରେ ଜଣେ ମହିଳାଙ୍କୁ ଚଳନ୍ତା ଗାଡ଼ିରେ ଦୁଷ୍କର୍ମ କରାଯାଇଛି । ମହିଳାଙ୍କୁ ଜଣେ ଯୁବକ ମିଛରେ ବାହାନା କରି ଗାଡ଼ିରେ ବସାଇବା ପରେ ଦୁଷ୍କର୍ମ କରିଥିଲେ । ପରେ ମହିଳାଙ୍କୁ ଅଭିଯୁକ୍ତମାନେ ହୋଟେଲକୁ ମଧ୍ୟ ନେଇ ଦୁଷ୍କର୍ମ କରିଥିବା ମହିଳାଜଣକ ଅଭିଯୋଗ କରିଛନ୍ତି ।
ପୀଡ଼ିତା ମହିଳା ଜଣଙ୍କ ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲାର କୁଲୈଥ ଗ୍ରାମର ନିବାସୀ ବୋଲି ଜଣାପଡ଼ିଛି । ମହିଳା ଜଣଙ୍କ ଦୁଷ୍କର୍ମ କରିଥିବା ଯୁବକ ଓ ସହଯୋଗ କରିଥିବା ଡ୍ରାଇଭରଙ୍କ ନାମରେ ଏହି ଆରୋପ ଲଗାଇଛନ୍ତି । ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।