fbpx
BSKY
BJD MC SKY
BJD YOUTH SKY

Biju Janata Dal ପକ୍ଷରୁ ମହିଳା ଜିଲ୍ଲା ସଭାପତିଙ୍କ ନାମ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଆସୁଛି । ଏହାକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ (ବିଜେଡି) ତା’ର ସଂଗଠନକୁ ମଜବୁତ କରିବାକୁ ପ୍ରୟାସ କରିଛି । ଏହାମଧ୍ୟରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଭିନ୍ନ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି ।

ବିଦ୍ୟୁତଲତା ପ୍ରଧାନ- ଅନୁଗୁଳ, କୁମାରୀ ବିଦ୍ୟୁତଲତା ନାୟକ- ଭଦ୍ରକ, ନିଲକୁମାରୀ ନାୟକ- ବରଗଡ଼, ଦମୟନ୍ତୀ ବାଗ- ବଲାଙ୍ଗିର, ବିନ୍ଦୁଲତା ନନ୍ଦି-ବାଲେଶ୍ୱର, ଜସ୍ମିନ ପ୍ରଧାନ- ବୌଦ୍ଧ, ବିଜୟଲକ୍ଷ୍ମୀ ମହାପାତ୍ର- ଭୁବନେଶ୍ୱର, ଅନିତା ବେହେରା- କଟକ, ସାଗରିକ ମିଶ୍ର (ସଭାପତି), ରୁବି ବିଶ୍ୱାଳ (କାର୍ଯ୍ୟକାରୀ ସଭାପତି)- ଢେଙ୍କାନାଳ, ଅରୁଣୀ ପ୍ରଧାନ- ଦେଓଗଡ଼, ପୂର୍ଣ୍ଣବାସୀ ନାୟକ- ଗଜପତି, ସଂଘମିତ୍ରା ଦଲାଇ- ଗଞ୍ଜାମ, ସବିତା ରାଉତ- ଯାଜପୁର, ରୋଜାଲିନ ପଟେଲ- ଝାରସୁଗୁଡ଼ା, ବନ୍ଦିତା ମିଶ୍ର- (ସଭାପତି), ଉଷା ପ୍ରଧାନ (କାର୍ଯ୍ୟକାରୀ ସଭାପତି)- ସମ୍ବଲପୁର, ସବିତା ମହାପାତ୍ର- ଜଗତସିଂହପୁର, ରୋଶ୍ନା ସାହୁ- କେନ୍ଦ୍ରାପଡ଼ା, ରମଣୀ ନାଏକ (ସଭାପତି), ପୂର୍ଣ୍ଣିମା ଦେହୁରୀ (କାର୍ଯ୍ୟକାରୀ ସଭାପତି)- କେଉଁଝର, ପୁନମ କହଁର- କନ୍ଧମାଳ ।

ଲଳିତା ନାୟକ- କଳାହାଣ୍ଡି, ପାର୍ବତୀ ମସ୍ତି- କୋରାପୁଟ, ଗୀତାଞ୍ଜଳି ପାଟ୍ଟଶାଣୀ- ଖୋର୍ଦ୍ଧା, ଦୀପ୍ତିବାଳା ମିଶ୍ର (ସଭାପତି), ସବିତା ହାଂସଦା (କାର୍ଯ୍ୟକାରୀ ଉପସଭାପତି)- ମୟୂରଭଞ୍ଜ-୧, ତନୁଜା ମହାନ୍ତି (ସଭାପତି), ସସ୍ମିତା ନାୟକ (କାର୍ଯ୍ୟକାରୀ ସଭାପତି)- ମୟୂରଭଞ୍ଜ-୨, ଲକ୍ଷ୍ମୀପ୍ରିୟା ନାୟକ- ମାଲକାନଗିରି, ସରସ୍ୱତୀ ବାଗ- ନୂଆପଡ଼ା, ମଞ୍ଜୁଳା ମାଝୀ- ନବରଙ୍ଗପୁର, ବିରଜା ଲକ୍ଷ୍ମୀ ସାହୁ- ନୟାଗଡ଼, ଶାନ୍ତିଲତା ପ୍ରଧାନ- ପୁରୀ, ସୁଶ୍ରୀ ଏମ୍ମା ଏକ୍କା- ରାଉରକେଲା, ଅନୁସୟା ମାଝି (ସଭାପତି), ଶ୍ରମିତା ପାଢ଼ି (କାର୍ଯ୍ୟକାରୀ ସଭାପତି)- ରାୟଗଡ଼ା, ବନ୍ଦିତା ମିଶ୍ର, ସମ୍ବଲପୁର, ପଦ୍ମିନୀ ବାଘର- ସୋନପୁର, ରଞ୍ଜନା ପଣ୍ଡା- ସୁନ୍ଦରଗଡ଼ ।

Get real time updates directly on you device, subscribe now.