fbpx

ଯୁବତୀମାନେ ଘରେ ଏକୁଟିଆ ଥିଲେ କ’ଣ କରନ୍ତି

ଯୁବତୀମାନେ ଘରେ ଏକୁଟିଆ ଥିବା ସମୟରେ ଅନେକ କିଛି କାର୍ଯ୍ୟ କରିଥାନ୍ତି ଯାହାର ସାମାନ୍ୟତମ ସୁରାକ୍ ଅନ୍ୟମାନଙ୍କୁ ମିଳି ନଥାଏ । ଆସନ୍ତୁ ଜାଣିବା ଏଗୁଡ଼ିକ ସମ୍ପର୍କରେ…
. ଅଧିକାଂଶ ଯୁବତୀ ନିଜକୁ ଆଇନାରେ ଦେଖିବାକୁ ପସନ୍ଦ କରିଥାନ୍ତି । ଯଦି ଏପରି କୁହାଯାଏ ଯେ, ଆଇନା ହେଉଛି ଯୁବତୀଙ୍କ ବେଷ୍ଟ ଫ୍ରେଣ୍ଡ ତେବେ କୌଣସି ପ୍ରକାରେ ଭୁଲ୍ ହେବ ନାହିଁ । ଏକୁଟିଆ ଥିବା ସମୟରେ ଯୁବତୀମାନେ ଆଇନା ମାଧ୍ୟମରେ ନିଜକୁ ପରଖି ଥାନ୍ତି, ଅଲଗା ଅଲଗା ପ୍ରକାର ଏକ୍ସପ୍ରେସନ୍ ଦିଅନ୍ତି ଏବଂ ଆଇନା ସହ କଥା ହୋଇ ସେ ଏପରି କହିଲେ କିପରି ଦେଖାଯାନ୍ତି ତାହା ଦେଖିଥାନ୍ତି ।
. ଅନେକ ଯୁବତୀ ଘରେ ଏକୁଟିଆ ଥିବା ସମୟରେ ବାଥରୁମକୁ ନିଜ ଫେବରେଟ୍ ସ୍ଥାନ ଭାବିଥାନ୍ତି । ଏକୁଟିଆ ସମୟରେ ବାଥରୁମରେ ପଶି ସେମାନେ ନିଜ ସାଙ୍ଗଙ୍କ ସହ ଦୀର୍ଘ ସମୟ ଥର ଫୋନ୍‌ରେ କଥା ହୁଅନ୍ତି କିମ୍ବା ଚାଟିଂରେ ବ୍ୟସ୍ତ ରୁହନ୍ତି ।
. ଅଧିକାଂଶ ଯୁବତୀ ଟାଇଟ୍ ଫିଟିଂ ବ୍ରା କୁ ଅନେକ ଘଣ୍ଟା ଧରି ପିନ୍ଧିବା ପରେ ଅଡ଼ୁଆ ଅନୁଭବ କରିଥାନ୍ତି । କିନ୍ତୁ ଘରେ ସେମାନେ ଏକୁଟିଆ ଥିବା ସମୟରେ ସର୍ବପ୍ରଥମେ ସେ ନିଜ ବ୍ରା ଖୋଲି ଦେଇ ଅନେକ ଆରାମ ଅନୁଭବ କରିଥାନ୍ତି ।
. ଯେ କୌଣସି ସମୟରେ ବି ଯୁବତୀମାନେ ଫୋନ୍ ମାଧ୍ୟମରେ ସେଲ୍ଫିଂ ନେବାକୁ ପସନ୍ଦ କରନ୍ତି । ଘରେ ଏକୁଟିଆ ରହିବାର ସୁଯୋଗ ମିଳିଗଲେ ଯୁବତୀମାନେ ଘରର ପ୍ରତ୍ୟେକ କୋଣରୁ ଭିନ୍ନ ଭିନ୍ନ ଷ୍ଟାଇଲରେ ସେଲ୍ଫି ନେଇଥାନ୍ତି ଏବଂ ଏହାକୁ ନିଜେ ଦେଖି ଖୁସି ହୋଇଥାନ୍ତି ।

Get real time updates directly on you device, subscribe now.