-
World 141,323,906
WorldConfirmed: 141,323,906Active: 18,251,630Recovered: 120,048,214Death: 3,024,062 -
USA 32,372,119
USAConfirmed: 32,372,119Active: 6,886,031Recovered: 24,905,332Death: 580,756 -
India 14,788,109
IndiaConfirmed: 14,788,109Active: 1,801,298Recovered: 12,809,643Death: 177,168 -
Brazil 13,900,134
BrazilConfirmed: 13,900,134Active: 1,183,384Recovered: 12,344,861Death: 371,889 -
Russia 4,693,469
RussiaConfirmed: 4,693,469Active: 268,887Recovered: 4,319,389Death: 105,193 -
UK 4,385,938
UKConfirmed: 4,385,938Active: 112,868Recovered: 4,145,810Death: 127,260 -
Turkey 4,212,645
TurkeyConfirmed: 4,212,645Active: 533,303Recovered: 3,643,734Death: 35,608 -
Italy 3,857,443
ItalyConfirmed: 3,857,443Active: 505,308Recovered: 3,235,459Death: 116,676 -
Germany 3,137,907
GermanyConfirmed: 3,137,907Active: 292,281Recovered: 2,765,100Death: 80,526 -
Pakistan 756,285
PakistanConfirmed: 756,285Active: 80,559Recovered: 659,483Death: 16,243 -
China 90,499
ChinaConfirmed: 90,499Active: 314Recovered: 85,549Death: 4,636
ସପିଂ କରିବା ହେଉଛି ମହିଳାମାନଙ୍କର ସବୁଠାରୁ ବଡ଼ ଦୁର୍ବଳତା । ଅଧିକାଂଶ ମହିଳାଙ୍କର ସପିଂ କରିବା ଏକ ସଉକ । ଶସ୍ତାରେ କୌଣସି ଜିନିଷ ମିଳିବାର ସୁଯୋଗ ମିଳିଲେ ସେଠାରେ ମହିଳାମାନଙ୍କର ଭିଡ଼ ଜମିବା ସ୍ୱାଭାବିକ। ନିକଟରେ ମୁମ୍ବାଇରେ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ।
ନିକଟରେ ମୁମ୍ବାଇର ଉଲ୍ଲାସନଗର ମାର୍କେଟରେ ଦାମି ଶାଢ଼ୀ ମାତ୍ର ୧୦ ଟଙ୍କାରେ ମିଳୁଥିବା ଖବର ପ୍ରଘଟ ହୋଇଥିଲା । ତେବେ ଏହି ଖବର ପ୍ରକାଶ ପାଇବାର ଘଣ୍ଟାଏ ମଧ୍ୟରେ ହଜାର ହଜାର ମହିଳା ଉକ୍ତ ମାର୍କେଟରେ ଲାଇନ୍ ଲଗାଇ ଦେଇଥିଲେ । ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏହି ସେଲ୍ ୭ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା, ମାତ୍ର ଭିଡ଼କୁ ଦେଖି ସୁରକ୍ଷା ଦୃଷ୍ଟିରୁ ପୋଲିସ ଏହାକୁ ୪ ଦିନ ମଧ୍ୟରେ ବନ୍ଦ କରିଦେଇଥିଲା । ସେଲ୍ ବନ୍ଦ ହେବା ପରେ ମଧ୍ୟ ମହିଳାଙ୍କର ଭିଡ଼ ଲାଗି ରହିଥିଲା । ଲାଇନରେ ରହିଥିବା ଅନେକ ମହିଳା ଶସ୍ତାରେ ଶାଢ଼ି ପାଇବାରୁ ବଞ୍ଚିତ ହେବାରୁ ବହୁତ ଦୁଃଖୀ ହୋଇଥିଲେ । ତେବେ ଏ ସେଲ୍ ନେଇ ଶାଢ଼ୀ ଦୋକାନର ମାଲିକ କୁହନ୍ତି ଯେ, ସେ ବର୍ଷ ସାରା ଅର୍ଥ ରୋଜଗାର କରୁଛନ୍ତି, ବର୍ଷକୁ ଥରୁଟିଏ ସେ ଲୋକଙ୍କ ସେବା କରିବା ପାଇଁ ଏହି ଶାଢ଼ୀକୁ ଶସ୍ତାରେ ଲୋକଙ୍କୁ ବିକ୍ରି କରୁଛନ୍ତି ।