ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୨.୨୬ ଲକ୍ଷ ପାର, ୨ୟ ସ୍ଥାନରେ ଭାରତ

COVID-19 Updates
  • World 161,472,341
    World
    Confirmed: 161,472,341
    Active: 17,829,134
    Recovered: 140,292,022
    Death: 3,351,185
  • USA 33,589,578
    USA
    Confirmed: 33,589,578
    Active: 6,370,885
    Recovered: 26,620,848
    Death: 597,845
  • India 23,943,878
    India
    Confirmed: 23,943,878
    Active: 3,699,515
    Recovered: 19,983,310
    Death: 261,053
  • Brazil 15,361,686
    Brazil
    Confirmed: 15,361,686
    Active: 1,009,213
    Recovered: 13,924,217
    Death: 428,256
  • Turkey 5,072,462
    Turkey
    Confirmed: 5,072,462
    Active: 227,350
    Recovered: 4,801,291
    Death: 43,821
  • Russia 4,913,439
    Russia
    Confirmed: 4,913,439
    Active: 270,838
    Recovered: 4,527,878
    Death: 114,723
  • UK 4,444,631
    UK
    Confirmed: 4,444,631
    Active: 58,682
    Recovered: 4,258,298
    Death: 127,651
  • Italy 4,139,160
    Italy
    Confirmed: 4,139,160
    Active: 346,008
    Recovered: 3,669,407
    Death: 123,745
  • Germany 3,569,249
    Germany
    Confirmed: 3,569,249
    Active: 242,760
    Recovered: 3,240,300
    Death: 86,189
  • Pakistan 870,703
    Pakistan
    Confirmed: 870,703
    Active: 75,052
    Recovered: 776,315
    Death: 19,336
  • China 90,808
    China
    Confirmed: 90,808
    Active: 291
    Recovered: 85,881
    Death: 4,636

ନୂଆଦିଲ୍ଲୀ, ୪। ୫ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୨ ଲକ୍ଷ ୨୬ ହଜାର ୭୨୪ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୪୧ ଲକ୍ଷ ୭୪ ହଜାର ୨୬୩ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ମୋଟ ୧୩ କୋଟି ୧୫ ଲକ୍ଷ ୬୪ ହଜାର ୮୮ ଜଣ ସୁସ୍ଥ ହୋଇଛନ୍ତି । ଏବେବି ୧ କୋଟି ୯୩ ଲକ୍ଷ ୮୩ ହଜାର ୪୫୧ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ବିଶ୍ୱର ୨୧୯ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ତେବେ ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପୁଣି ଥରେ ଅସ୍ତବ୍ୟସ୍ତ ହୋଇପଡିଛି । ଟିକାକରଣ ସତ୍ତ୍ବେ ଲୋକେ କରୋନା କଟକଣା ମାନୁ ନଥିବାରୁ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବଢ଼ିଛି। କରୋନା ପ୍ରଭାବିତ ଦେଶ ମଧ୍ୟରୁ ଆମେରିକାରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୯୧ ହଜାର ୫୨୧କୁ ବୃଦ୍ଧି ପାଇଛି । ବିଶ୍ୱରେ କୋଭିଡ ସଂକ୍ରମଣରେ ୨ୟ ସ୍ଥାନରେ ରହିଛି ଭାରତ ।

Get real time updates directly on you device, subscribe now.

Leave A Reply

Your email address will not be published.