ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୨.୪୦ ଲକ୍ଷ ପାର

COVID-19 Updates
  • World 163,165,573
    World
    Confirmed: 163,165,573
    Active: 17,205,426
    Recovered: 142,576,917
    Death: 3,383,230
  • USA 33,695,916
    USA
    Confirmed: 33,695,916
    Active: 5,997,433
    Recovered: 27,098,620
    Death: 599,863
  • India 24,683,065
    India
    Confirmed: 24,683,065
    Active: 3,623,708
    Recovered: 20,789,038
    Death: 270,319
  • Brazil 15,590,613
    Brazil
    Confirmed: 15,590,613
    Active: 1,093,365
    Recovered: 14,062,396
    Death: 434,852
  • Turkey 5,106,862
    Turkey
    Confirmed: 5,106,862
    Active: 129,487
    Recovered: 4,932,838
    Death: 44,537
  • Russia 4,931,691
    Russia
    Confirmed: 4,931,691
    Active: 268,711
    Recovered: 4,547,500
    Death: 115,480
  • UK 4,448,851
    UK
    Confirmed: 4,448,851
    Active: 45,674
    Recovered: 4,275,502
    Death: 127,675
  • Italy 4,153,374
    Italy
    Confirmed: 4,153,374
    Active: 332,830
    Recovered: 3,696,481
    Death: 124,063
  • Germany 3,595,872
    Germany
    Confirmed: 3,595,872
    Active: 233,703
    Recovered: 3,275,500
    Death: 86,669
  • Pakistan 874,751
    Pakistan
    Confirmed: 874,751
    Active: 71,804
    Recovered: 783,480
    Death: 19,467
  • China 90,829
    China
    Confirmed: 90,829
    Active: 279
    Recovered: 85,914
    Death: 4,636

ନୂଆଦିଲ୍ଲୀ, ୫। ୫ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୨ ଲକ୍ଷ ୪୦ ହଜାର ୬୨୨ ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୪୯ ଲକ୍ଷ ୬୯ ହଜାର ୨୮୩କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ମୋଟ ୧୩ କୋଟି ୨୪ ଲକ୍ଷ ୨୩ ହଜାର ୫୭୬ ଜଣ ସୁସ୍ଥ ହୋଇଛନ୍ତି । ଏବେବି ୧ କୋଟି ୯୩ ଲକ୍ଷ ୫ ହଜାର ୮୫ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରୁ ୧ ଲକ୍ଷ ୧୧ ହଜାର ୬୪ ଜଣ ଗୁରୁତର ଅସୁସ୍ଥ ଅଛନ୍ତି । ବିଶ୍ୱର ୨୨୨ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ତେବେ ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପୁଣି ଥରେ ଅସ୍ତବ୍ୟସ୍ତ ହୋଇପଡିଛି । ଟିକାକରଣ ସତ୍ତ୍ବେ ଲୋକେ କରୋନା କଟକଣା ମାନୁ ନଥିବାରୁ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବଢ଼ିଛି। କରୋନା ପ୍ରଭାବିତ ଦେଶ ମଧ୍ୟରୁ ଆମେରିକାରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୯୨ ହଜାର ୪୦୯କୁ ବୃଦ୍ଧି ପାଇଛି । ବିଶ୍ୱରେ କୋଭିଡ ସଂକ୍ରମଣରେ ୨ୟ ସ୍ଥାନରେ ରହିଛି ଭାରତ ।

Get real time updates directly on you device, subscribe now.

Leave A Reply

Your email address will not be published.