fbpx

ମାତ୍ର ୯୯ ଟଙ୍କାରେ ମିଳିବ ଦମଦାର୍ ସ୍ମାର୍ଟଫୋନ୍! ଆମାଜନ୍ କରୁଛି ଅଫରର ବର୍ଷା

ନୂଆଦିଲ୍ଲୀ: ଗ୍ରାହକମାନଙ୍କୁ ଅନେକ ସମୟରେ ଚମତ୍କାର ଅଫର ଓ ରିହାତି ଦେଇଆସୁଛି ଆମାଜନ୍ । ବାର୍ଷିକ ସେଲ୍ସ ବ୍ୟତୀତ ଖାସ୍ ଉତ୍ସବ ଓ ପର୍ବପର୍ବାଣିରେ ବି ଲୋକମାନେ ନିଜ ମନପସନ୍ଦର ଜିନିଷକୁ ଦମଦାର ଅଫର ସହିତ ଘରକୁ ନେଉଛନ୍ତି । ଏହାରି ମଧ୍ୟରେ ଆମାଜନ୍ ‘Deal of the Day’ ଅଫର ଆଣିଛି, ଯେଉଁଥିରେ ଆପଣ ଅନେକ ଆକର୍ଷଣୀୟ ଅଫର ପାଇବେ ।

ତେବେ ଆସନ୍ତୁ ଜାଣିବା ୧୦,୯୯୯ ଟଙ୍କାର Tecno Spark 7T ସ୍ମାର୍ଟଫୋନକୁ ଆପଣ ୯୯ ଟଙ୍କା କିପରି କିଣିପାରିବେ । ଆମାଜନର ‘Deal of the Day’ରେ ଏହା ଉପରେ ୧,୫୦୦ ଟଙ୍କା ରିହାତି ମିଳୁଛି, ଫଳରେ ଏହାର ରେଟ୍ ୯,୪୯୯ ଟଙ୍କା ହୋଇଛି । ଏହା ସହ ଆମାଜନର କୁପନ ଡିସକାଉଣ୍ଟର ଲାଭ ଉଠାଇ ଆପଣ ୪୦୦ ଟଙ୍କାର ଅତିରିକ୍ତ ରିହାତି ପାଇପାରିବେ, ଯାହାଫଳରେ ଏବେ ଏହାର ରେଟ୍ ୯,୦୯୯ ଟଙ୍କା ହୋଇଯିବ । ଯଦି ଆପଣ ପୁରୁଣା Tecno Spark 7Tର ପୁରୁଣା ସ୍ମାର୍ଟଫୋନ ଏକ୍ସଚେଞ୍ଜ କରନ୍ତି, ତେବେ ୯ ହଜାର ଟଙ୍କା ସଞ୍ଚୟ କରିପାରିବେ । ଫଳରେ ଆପଣ Tecno Spark 7T ସ୍ମାର୍ଟଫୋନକୁ ମାତ୍ର ୯୯ ଟଙ୍କାରେ କିଣିପାରିବେ ।

Get real time updates directly on you device, subscribe now.