-
World 99,857,603
WorldConfirmed: 99,857,603Active: 25,856,284Recovered: 71,860,551Death: 2,140,768 -
USA 25,704,372
USAConfirmed: 25,704,372Active: 9,864,410Recovered: 15,410,456Death: 429,506 -
India 10,672,035
IndiaConfirmed: 10,672,035Active: 183,660Recovered: 10,334,850Death: 153,525 -
Brazil 8,844,600
BrazilConfirmed: 8,844,600Active: 973,749Recovered: 7,653,770Death: 217,081 -
Russia 3,738,690
RussiaConfirmed: 3,738,690Active: 518,009Recovered: 3,150,763Death: 69,918 -
UK 3,647,463
UKConfirmed: 3,647,463Active: 1,918,124Recovered: 1,631,400Death: 97,939 -
Italy 2,466,813
ItalyConfirmed: 2,466,813Active: 499,278Recovered: 1,882,074Death: 85,461 -
Turkey 2,429,605
TurkeyConfirmed: 2,429,605Active: 96,811Recovered: 2,307,721Death: 25,073 -
Germany 2,149,223
GermanyConfirmed: 2,149,223Active: 272,860Recovered: 1,823,500Death: 52,863 -
Pakistan 534,041
PakistanConfirmed: 534,041Active: 33,820Recovered: 488,903Death: 11,318 -
China 89,115
ChinaConfirmed: 89,115Active: 1,849Recovered: 82,631Death: 4,635
ଭୁବନେଶ୍ୱର, ୨୩ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଅମ୍ଫାନ କ୍ଷୟକ୍ଷତିର ଆକଳନ ରିପୋର୍ଟ ଦେଇଛନ୍ତି ସରକାର । ବାତ୍ୟା ଅମ୍ଫାନ ପ୍ରଭାବରେ ରାଜ୍ୟର ୧୦ଜିଲ୍ଲା ପ୍ରଭାବିତ ହୋଇଛି । ୧୦ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ୁଝର, ଖୋର୍ଦ୍ଧା ଓ ପୁରୀ ପ୍ରଭାବିତ ହୋଇଛି । ୧୦ଜିଲ୍ଲା ମଧ୍ୟରୁ ୪ଟି ଜିଲ୍ଲା ପ୍ରଭାବିତ ହୋଇଛି । ପ୍ରଳୟଙ୍କରୀ ବାତ୍ୟା ଯୋଗୁଁ ୯୮୩୩ଟଇ ଗାଁ ଓ ୪୪,୪୪,୮୯୬ ଲୋକ ପ୍ରଭାବିତ ହୋଇଛନ୍ତି । ୫୦୦ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ଓ ୧୫୦୦୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ୧ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ ବାତ୍ୟା ଅମ୍ଫାନରେ ରାଜ୍ୟରେ କାହାରି ମୃତ୍ୟୁ ହୋଇନାହିଁ । ୨,୦୦,୩୪୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ।
Comments are closed.